‘ଛାବା’ର ବମ୍ପର କଲେକ୍ସନ, ୫୦୦ କୋଟିକୁ ବାସ୍ ଏତିକି ଦୂର
ମୁମ୍ବାଇ: ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଛାବା’ ବକ୍ସ ଅଫିସରେ କମାଲ୍ କରି ଚାଲିଛି। ଫିଲ୍ମ ପ୍ରତ୍ୟେକ ଦିନ କିଛିନା କିଛି ରେକର୍ଡ ନିଜ ନାଁରେ କରି ଚାଲିଛି। ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଛାବା ଫେବୃଆରୀ ୧୪ରେ ସିନେମାଘରେ ରିଲିଜ୍ ହୋଇଥିଲା। ଛାବାର ସଫଳତାର ସ୍ଵର ଏବେ ଦୁନିଆରେ ଶୁଣିବାକୁ ମିଳୁଛି। ଆୟ ମାମଲାରେ ଛାବା ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ସାରିଛି। ଏହା ମଧ୍ୟରେ ସୋମବାର ଫିଲ୍ମର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସି ସାରିଛି। ଛାବାରେ ଭିକି କୌଶଲଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଉଛି। ତାଙ୍କ ବ୍ୟତୀତ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଚରିତ୍ରରେ ଅକ୍ଷୟ ଖନ୍ନା, ଭିନିତ ଶ୍ରୀନେଟ୍ ଓ ଆଶୁତୋଷ ରାଣା ଜୀବନ୍ତ ଅଭିନୟ କରିଛନ୍ତି। ସାକନିଲ୍କର ରିପୋର୍ଟ ଅନୁସାରେ ଛାବା ୧୮ତମ ଦିନରେ ଖବର ଲେଖା ଯିବା ସୁଦ୍ଧା ୮.୫୦ କୋଟି ଟଙ୍କାର ବ୍ୟବସାୟ କରି ସାରିଛି। ଏହାକୁ ମିଶାଇ ଫିଲ୍ମର ମୋଟ୍ ଆୟ ୪୬୭.୨୫ କୋଟିରେ ପହଞ୍ଚି ସାରିଛି। ଡେ ୧- ୩୧ କୋଟିଡେ ୨- ୩୭ କୋଟିଡେ ୩- ୪୮.୫ କୋଟିଡେ ୪- ୨୫.୨୫ କୋଟିଡେ ୬- ୩୨ କୋଟିଡେ ୭- ୨୧.୫ କୋଟିଡେ ୮- ୨୩.୫ କୋଟିଡେ ୯- ୪୪ କୋଟିଡେ ୧୦- ୪୦ କୋଟିଡେ ୧୧- ୧୮ କୋଟିଡେ ୧୨- ୧୮.୫ କୋଟିଡେ ୧୩- ୨୩ କୋଟିଡେ ୧୪- ୧୩.୨୫ କୋଟିଡେ ୧୫- ୧୩ କୋଟିଡେ ୧୬- ୨୨ କୋଟିଡେ ୧୭- ୨୪.୨୫ କୋଟିଡେ ୧୮- ୮.୫୦ କୋଟି(ପ୍ରାରମ୍ଭିକ ରିପୋର୍ଟ)
ମୁମ୍ବାଇ: ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଛାବା’ ବକ୍ସ ଅଫିସରେ କମାଲ୍ କରି ଚାଲିଛି। ଫିଲ୍ମ ପ୍ରତ୍ୟେକ ଦିନ କିଛିନା କିଛି ରେକର୍ଡ ନିଜ ନାଁରେ କରି ଚାଲିଛି। ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଛାବା ଫେବୃଆରୀ ୧୪ରେ ସିନେମାଘରେ ରିଲିଜ୍ ହୋଇଥିଲା। ଛାବାର ସଫଳତାର ସ୍ଵର ଏବେ ଦୁନିଆରେ ଶୁଣିବାକୁ ମିଳୁଛି। ଆୟ ମାମଲାରେ ଛାବା ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ସାରିଛି। ଏହା ମଧ୍ୟରେ ସୋମବାର ଫିଲ୍ମର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସି ସାରିଛି।
ଛାବାରେ ଭିକି କୌଶଲଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଉଛି। ତାଙ୍କ ବ୍ୟତୀତ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଚରିତ୍ରରେ ଅକ୍ଷୟ ଖନ୍ନା, ଭିନିତ ଶ୍ରୀନେଟ୍ ଓ ଆଶୁତୋଷ ରାଣା ଜୀବନ୍ତ ଅଭିନୟ କରିଛନ୍ତି। ସାକନିଲ୍କର ରିପୋର୍ଟ ଅନୁସାରେ ଛାବା ୧୮ତମ ଦିନରେ ଖବର ଲେଖା ଯିବା ସୁଦ୍ଧା ୮.୫୦ କୋଟି ଟଙ୍କାର ବ୍ୟବସାୟ କରି ସାରିଛି। ଏହାକୁ ମିଶାଇ ଫିଲ୍ମର ମୋଟ୍ ଆୟ ୪୬୭.୨୫ କୋଟିରେ ପହଞ୍ଚି ସାରିଛି।
ଡେ ୧- ୩୧ କୋଟି
ଡେ ୨- ୩୭ କୋଟି
ଡେ ୩- ୪୮.୫ କୋଟି
ଡେ ୪- ୨୫.୨୫ କୋଟି
ଡେ ୬- ୩୨ କୋଟି
ଡେ ୭- ୨୧.୫ କୋଟି
ଡେ ୮- ୨୩.୫ କୋଟି
ଡେ ୯- ୪୪ କୋଟି
ଡେ ୧୦- ୪୦ କୋଟି
ଡେ ୧୧- ୧୮ କୋଟି
ଡେ ୧୨- ୧୮.୫ କୋଟି
ଡେ ୧୩- ୨୩ କୋଟି
ଡେ ୧୪- ୧୩.୨୫ କୋଟି
ଡେ ୧୫- ୧୩ କୋଟି
ଡେ ୧୬- ୨୨ କୋଟି
ଡେ ୧୭- ୨୪.୨୫ କୋଟି
ଡେ ୧୮- ୮.୫୦ କୋଟି(ପ୍ରାରମ୍ଭିକ ରିପୋର୍ଟ)