ଛୁଆ ଙ୍କୁ ପାଠ ପଢ଼ାଇବାକୁ ଯାଇ ମୃତ୍ୟୁ ମୁଖରେ ପଡିଲେ ଅଙ୍ଗନୱାଡି କର୍ମୀ ମଞ୍ଜୁ ଦେହୁରୀ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆ ପାଲି ପଞ୍ଚାୟତ ଅନ୍ତର୍ଗତ ବାଘରତୈଲl ଅଙ୍ଗନୱାଡି କେନ୍ଦ୍ର କର୍ମୀ ମଞ୍ଜୁ ଦେହୁରୀ (39) ଛୁଆ ଙ୍କୁ ପାଠପଢ଼ାଉ ଥିବାବେଳେ ଅଙ୍ଗନୱାଡି କେନ୍ଦ୍ରରେ ତଳେ ପଡି ମୂର୍ଚ୍ଛା ହୋଇଯାଇଥିଲେ I ମଙ୍ଗଳବାର ଖବର ପାଇ ପରିବାର ଲୋକ ସଙ୍ଗେ ସଙ୍ଗେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ I ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା I ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାଯାଇଛି […] The post ଛୁଆ ଙ୍କୁ ପାଠ ପଢ଼ାଇବାକୁ ଯାଇ ମୃତ୍ୟୁ ମୁଖରେ ପଡିଲେ ଅଙ୍ଗନୱାଡି କର୍ମୀ ମଞ୍ଜୁ ଦେହୁରୀ appeared first on Odisha.News.

ଛୁଆ ଙ୍କୁ ପାଠ ପଢ଼ାଇବାକୁ ଯାଇ ମୃତ୍ୟୁ ମୁଖରେ ପଡିଲେ ଅଙ୍ଗନୱାଡି କର୍ମୀ ମଞ୍ଜୁ ଦେହୁରୀ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆ ପାଲି ପଞ୍ଚାୟତ ଅନ୍ତର୍ଗତ ବାଘରତୈଲl ଅଙ୍ଗନୱାଡି କେନ୍ଦ୍ର କର୍ମୀ ମଞ୍ଜୁ ଦେହୁରୀ (39) ଛୁଆ ଙ୍କୁ ପାଠପଢ଼ାଉ ଥିବାବେଳେ ଅଙ୍ଗନୱାଡି କେନ୍ଦ୍ରରେ ତଳେ ପଡି ମୂର୍ଚ୍ଛା ହୋଇଯାଇଥିଲେ I ମଙ୍ଗଳବାର ଖବର ପାଇ ପରିବାର ଲୋକ ସଙ୍ଗେ ସଙ୍ଗେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ I ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା I ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାଯାଇଛି I ତାଙ୍କର ଦୁଇ ପୁଅ ଏବଂ ଏକ ଝିଅ ରହିଥିବା ବେଳେ ସ୍ଵାମୀ ଜଣେ ଚାଷୀ ଅଟନ୍ତି I କାର୍ଯ୍ୟରତ ଅବସ୍ଥାରେ ଅଙ୍ଗନୱାଡି କର୍ମୀ ଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୁଏ l

The post ଛୁଆ ଙ୍କୁ ପାଠ ପଢ଼ାଇବାକୁ ଯାଇ ମୃତ୍ୟୁ ମୁଖରେ ପଡିଲେ ଅଙ୍ଗନୱାଡି କର୍ମୀ ମଞ୍ଜୁ ଦେହୁରୀ appeared first on Odisha.News.