ଜଗା ଦର୍ଶନ କରି ଶ୍ରୀମନ୍ଦିରରୁ ଫେରୁଥିଲେ ୩ ଭଉଣୀ, ରାସ୍ତାରେ ଟଣାଓଟଣା କଲେ ଦୁର୍ବୃତ୍ତ
ରାତି ସାଢ଼େ ୭ଟା ବେଳେ ଏହି ଘଟଣା ଘଟିଥିଲା । ଅଭିଯୋଗ ହୋଇଛି, ସମଙ୍ଗ ପାକିଂ ରାସ୍ତାରୁ କଣ୍ଠପୁର ଗ୍ରାମକୁ ଅଣଓସାରିଆ ରାସ୍ତାରେ ଆସୁଥିଲେ ଯୁବତୀ । ଏକ ଶଙ୍ଖ ନିକଟରେ ୨ଟି ବାଇକରେ ୪-୫ ଜଣ ଯୁବକଙ୍କ ଆସି ସେମାନଙ୍କୁ ଟଣାଓଟରା କରିଥିଲେ ।