ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ଜଙ୍ଗଲରୁ ନାବାଳିକାଙ୍କୁ ମୃତଦେହ ଉଦ୍ଧାର I ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ I ସୁନ୍ଦରଗଡ଼ ବଡ଼ଙ୍ଗା ଥାନା ଉସ୍ତୁନା ଜଙ୍ଗଲରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ଅନ୍ୟ ସାଥୀଙ୍କୁ ଖୋଜୁଛି ପୋଲିସ । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ପରିବାର ଲୋକ ସଂଧ୍ୟାରେ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । […]

ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ଜଙ୍ଗଲରୁ ନାବାଳିକାଙ୍କୁ ମୃତଦେହ ଉଦ୍ଧାର I ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ I ସୁନ୍ଦରଗଡ଼ ବଡ଼ଙ୍ଗା ଥାନା ଉସ୍ତୁନା ଜଙ୍ଗଲରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ଅନ୍ୟ ସାଥୀଙ୍କୁ ଖୋଜୁଛି ପୋଲିସ । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ପରିବାର ଲୋକ ସଂଧ୍ୟାରେ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ଜଙ୍ଗଲରୁ ପରିବାର ଲୋକ ମୃତଦେହ ଉଦ୍ଧାର କରିଥିଲେ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଜାରି ରଖିଛି ପୋଲିସ ।