ଜନବସତିକୁ ପଶିଆସିଲା୧୨ ଫୁଟ୍‌ର ଅଜଗର, ଜଙ୍ଗଲରେ ଛାଡିଲା ବନବିଭାଗ

ଯାଜପୁର୧୨/୬: ଜଙ୍ଗଲ ଛାଡି ଜନବସତି ମୁହାଁ ଅଜଗର । ଯାଜପୁର ବୈରୀ ରେଞ୍ଜ ନିକଟ କାଇମାଟିଆ ଠାରେ ଉଦ୍ଧାର ହୋଇଛି ୧୨ ଫୁଟିଆ ଅଜଗର । ଅଜଗରଟି ରାସ୍ତା ପାର୍‌ ହୋଇ ଜନବସତି ଆଡକୁ ଆସୁଥିବାର ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ବନବିଭାଗକୁ ଖବର ଦେବା ପରେ ବନବିଭାଗ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛି । 