ଜବର ଦଖଲ ହଟାଇଲା ରାଜସ୍ବ ବିଭାଗ

ପାଟଣା : ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ନିକଟ ସାହାରପଡ଼ା ବନବିଭାଗ କାର୍ଯ୍ୟାଳୟକୁ ଲାଗି ଜନୈକ ବ୍ୟକ୍ତିଙ୍କ ଗ୍ୟାରେଜର କଂକ୍ରିଟ ପିଣ୍ଡି ସରକାରୀ ଜାଗାରେ ହୋଇଥିବା ଅଭିଯୋଗ ହୋଇଥିଲା। ସାହାରପଡା ରାଜସ୍ବ ବିଭାଗ ଆଜି ଘଟଣାର ତଦନ୍ତ କରି ଉକ୍ତ ବର୍ଦ୍ଧିତ ପିଣ୍ଡିକୁ ଭାଙ୍ଗି ଦେଇଥିବା ଦେଖାଯାଇଛି। ସାହାରପଡା ତହସିଲଦାର ପରମାନନ୍ଦ ଖଣ୍ଡେଇ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ,ପାଟଣା ଥାନାଧିକାରୀ ଉଦୟବୀର କୁଲୁ ଓ ପୁଲିସ ଟିମଙ୍କ ଉପସ୍ଥିତିରେ […]

ଜବର ଦଖଲ ହଟାଇଲା ରାଜସ୍ବ ବିଭାଗ

ପାଟଣା : ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ନିକଟ ସାହାରପଡ଼ା ବନବିଭାଗ କାର୍ଯ୍ୟାଳୟକୁ ଲାଗି ଜନୈକ ବ୍ୟକ୍ତିଙ୍କ ଗ୍ୟାରେଜର କଂକ୍ରିଟ ପିଣ୍ଡି ସରକାରୀ ଜାଗାରେ ହୋଇଥିବା ଅଭିଯୋଗ ହୋଇଥିଲା। ସାହାରପଡା ରାଜସ୍ବ ବିଭାଗ ଆଜି ଘଟଣାର ତଦନ୍ତ କରି ଉକ୍ତ ବର୍ଦ୍ଧିତ ପିଣ୍ଡିକୁ ଭାଙ୍ଗି ଦେଇଥିବା ଦେଖାଯାଇଛି। ସାହାରପଡା ତହସିଲଦାର ପରମାନନ୍ଦ ଖଣ୍ଡେଇ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ,ପାଟଣା ଥାନାଧିକାରୀ ଉଦୟବୀର କୁଲୁ ଓ ପୁଲିସ ଟିମଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି।