ଜମିବାଡ଼ି ବିବାଦକୁ ନେଇ ମାଆ-ଝିଅଙ୍କୁ ଛୁରାମାଡ଼

ସମ୍ବଲପୁର: ମା’-ଝିଅଙ୍କୁ ଛୁରାମାଡ। ସମ୍ବଲପୁର ଦାନିପାଲିରେ ପୂର୍ବ ଶତ୍ରୁତାକୁ ନେଇ ମାଆ-ଝିଅଙ୍କୁ ଛୁରାମାଡ ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସମ୍ବଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରିଥିଲେ ଅଞ୍ଚଳବାସୀ। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।  ଜମିବାଡ଼ି ବିବାଦକୁ ନେଇ ମାଆ- ଝିଅଙ୍କୁ ଛୁରାମାଡ ହୋଇଥିବା ସୂଚନା ।  

Untitled 1 41