ଜମ୍ବୁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ କାଳବୈଶାଖୀ ତାଣ୍ଡବ

#ଜମ୍ବୁ_ମହୋତ୍ସବ_ଓ_ପଲ୍ଲିଶ୍ରୀ_ମେଳାରେ_କାଳବୈଶାଖୀ_ତାଣ୍ଡବ କେନ୍ଦ୍ରାପଡ଼ା ମହାକାଳପଡ଼ା ଅଂଚଳରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ଘଡ଼ଘଡ଼ି ସହ ବର୍ଷା ଓ ପବନରେ ରାମଚଣ୍ଡିଠାରେ ଅନୁଷ୍ଠିତ ଜମ୍ବୁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପ୍ରଭାବିତ ହୋଇଛି।