ଜମ୍ମୁ କାଶ୍ମୀରରେ ବଡ଼ ବସ ଦୁର୍ଘଟଣା; ନଦୀରେ ଖସି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ...

ଇଣ୍ଡୋ ତିବ୍ଦତିଆ ବର୍ଡର ପୋଲିସ ବା ITBP ଯବାନଙ୍କୁ ନେଇ ଯାଉଥିବା ବସ ସିନ୍ଦ୍ ନଦୀରେ ଖସି ପଡ଼ିଛି । ଜମ୍ମୁ କାଶ୍ମୀରର କୁଲାନ ନିକଟରେ ଏହି ଦୁର୍ଘଟଣା ହୋଇଛି ।

ଜମ୍ମୁ କାଶ୍ମୀରରେ ବଡ଼ ବସ ଦୁର୍ଘଟଣା; ନଦୀରେ ଖସି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ...
Array