ଜଳୁଛି ପଶ୍ଚିମ ଓଡ଼ିଶା, ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ଡ଼ିଗ୍ରୀ ରେକର୍ଡ

ଭୁବନେଶ୍ବର ୧୫।୩: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ୱଲପୁର । ଶନିବାର ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ୪୨ ଡ଼ିଗ୍ରୀ ଛୁଇଁଲା ତାତି । ସମ୍ବଲପୁରରେ ୪୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡାରେ ତାପମାତ୍ରା ୪୧.୮ ଡ଼ିଗ୍ରୀ ଛୁଇଁଛି ।ତେବେ ଦିନ ସାଢେ ୧୧ଟା ସୁଦ୍ଧା ସମ୍ୱଲପୁରର ପାରଦ ୩୭ଡିଗ୍ରୀ ପାଲଟିଥିଲା । ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେପଟେ ଶୁକ୍ରବାର ସାଢେ ୧୧ ସୁଦ୍ଧା ପାରଦ ଥିଲା ୩୬.୬ ଡିଗ୍ରୀ । You Can Read:ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ଛାତ୍ରଙ୍କ ମୃତ୍ୟୁ

ଜଳୁଛି ପଶ୍ଚିମ ଓଡ଼ିଶା, ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ଡ଼ିଗ୍ରୀ ରେକର୍ଡ

ଭୁବନେଶ୍ବର ୧୫।୩: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ୱଲପୁର । ଶନିବାର ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ୪୨ ଡ଼ିଗ୍ରୀ ଛୁଇଁଲା ତାତି । ସମ୍ବଲପୁରରେ ୪୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡାରେ ତାପମାତ୍ରା ୪୧.୮ ଡ଼ିଗ୍ରୀ ଛୁଇଁଛି ।

ତେବେ ଦିନ ସାଢେ ୧୧ଟା ସୁଦ୍ଧା ସମ୍ୱଲପୁରର ପାରଦ ୩୭ଡିଗ୍ରୀ ପାଲଟିଥିଲା । ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେପଟେ ଶୁକ୍ରବାର ସାଢେ ୧୧ ସୁଦ୍ଧା ପାରଦ ଥିଲା ୩୬.୬ ଡିଗ୍ରୀ । 

You Can Read:

ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ଛାତ୍ରଙ୍କ ମୃତ୍ୟୁ