ଜାତିସଂଘ ସୁରକ୍ଷା ପରିଷଦରେ ଅପଦସ୍ତ ପାକିସ୍ତାନ
ଜାତିସଂଘ ସୁରକ୍ଷା ପରିଷଦରେ ଅପଦସ୍ତ ପାକିସ୍ତାନ । ଫେଲ୍ ହେଲା ପାକ୍ ଏଜେଣ୍ଡା, ତୀବ୍ର ଭର୍ତ୍ସନା । ନିଜ ଜାଲରେ ଫସିଲା ପାକିସ୍ତାନ । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡାକି ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଚାଲ ଖେଳିଥିବା ପାକିସ୍ତାନ, ସେଠାରୁ କାନ ମୁଣ୍ଡ ଆଉଁସି ଫେରିଛି ।