ଜାତୀୟ ରାଜପଥରେ ଚାଲୁଛି ବର୍ଷା ପାଣି, ଖୋର୍ଦ୍ଧା-ବଲାଙ୍ଗୀରକୁ ଯାନବାହାନ ଚଳାଚଳ ଠପ୍

ଖୋର୍ଦ୍ଧା ୭।୮: ଜାତୀୟ ରାଜପଥରେ ଚାଲୁଛି ପାଣି । ଲୋକେ ହେଉଛନ୍ତି ହନ୍ତସନ୍ତ । ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ବଜାରରେ ବର୍ଷା ପାଣି ଚାଲୁଛି ।ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ବଜାରରେ ଚାଲୁଛି ବର୍ଷା ପାଣି । ଫଳରେ ଖୋର୍ଦ୍ଧା-ବଲାଙ୍ଗୀରକୁ ଯାନବାହାନ ଚଳାଚଳ ଠପ୍ ହୋଇଛି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ କଣ୍ଟାବାଡ଼-ମଲ୍ଲିପଦର ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି । ଜାତୀୟ ରାଜପଥରେ ଅଟକି ରହିଛି ବସ୍ ଏବଂ ଟ୍ରକ, ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।You Can Read:ଜାମସେଦପୁର ସୂର୍ଯ୍ୟ ମନ୍ଦିରରେ ରାଜ୍ୟପାଳ ରଘୁବର ଦାସଙ୍କ ଜଳାଭିଷେକ : ଦେଶବାସୀଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲେ 

ଜାତୀୟ ରାଜପଥରେ ଚାଲୁଛି ବର୍ଷା ପାଣି, ଖୋର୍ଦ୍ଧା-ବଲାଙ୍ଗୀରକୁ ଯାନବାହାନ ଚଳାଚଳ ଠପ୍

ଖୋର୍ଦ୍ଧା ୭।୮: ଜାତୀୟ ରାଜପଥରେ ଚାଲୁଛି ପାଣି । ଲୋକେ ହେଉଛନ୍ତି ହନ୍ତସନ୍ତ । ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ବଜାରରେ ବର୍ଷା ପାଣି ଚାଲୁଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ବଜାରରେ ଚାଲୁଛି ବର୍ଷା ପାଣି । ଫଳରେ ଖୋର୍ଦ୍ଧା-ବଲାଙ୍ଗୀରକୁ ଯାନବାହାନ ଚଳାଚଳ ଠପ୍ ହୋଇଛି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । 

ସେପଟେ କଣ୍ଟାବାଡ଼-ମଲ୍ଲିପଦର ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି । ଜାତୀୟ ରାଜପଥରେ ଅଟକି ରହିଛି ବସ୍ ଏବଂ ଟ୍ରକ, ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

You Can Read:

ଜାମସେଦପୁର ସୂର୍ଯ୍ୟ ମନ୍ଦିରରେ ରାଜ୍ୟପାଳ ରଘୁବର ଦାସଙ୍କ ଜଳାଭିଷେକ : ଦେଶବାସୀଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲେ