ଜାଭଲିନ୍ କିଣିବାକୁ ସଂଘର୍ଷ କରୁଥିଲେ ନଦ୍ଦୀମ, ପାକ୍ ଖେଳାଳିଙ୍କ ଦୁଃଖ କହିଲେ ନୀରଜ
ମୁମ୍ୱାଇ ୧୯/୦୩ : ପାକିସ୍ତାନର ଚର୍ଚ୍ଚିତ ଜାଭଲିନ୍ ଥ୍ରୋୟର ଅର୍ସଦ ନଦ୍ଦୀମ ଆଥଲେଟିକ୍ସ ଦିନେ ଭାଲା କିଣିବାକୁ କରୁଥିଲେ ସଂଘର୍ଷ । ଏକଥା ନିଜେ ବୟାନ କରିଛନ୍ତି ଭାରତର ଷ୍ଟାର ଆଥଲେଟ ନୀର ଚୋପ୍ରା । ନଦ୍ଦୀମଙ୍କ ଆର୍ଥିକ ସ୍ଥିତି ବୟାନ କରିଛନ୍ତି ଖୋଦ୍ ନୀରଜ । ନୀରଜ ଅର୍ସଦକୁ ନେଇ ଏମିତି କହିଛନ୍ତି ଯାହା ବିଶ୍ୱାସ କରିବା ହୋଇପଡିଛି କଷ୍ଟକର । କେବଳ ନୀରଜ ଚୋପ୍ରା ନୁହଁନ୍ତି ଅର୍ସଦଙ୍କ ଆର୍ଥିତ ପରିସ୍ଥିତି ଜାଣି ଦୁଃଖ ପ୍ରକାଶ କରିଛନ୍ତି । ଗୋଟିଏ ଅନ୍ତର୍ଜାତୀୟ ମାନର ଜାଭେଲିନ୍ କିଣିବା ପାଇଁ ଅର୍ଥର ଅଭାବ ଥିବା ନଦ୍ଦୀମ ନିକଟରେ ଜଣାଇଥିଲେ । ପାକିସ୍ତାନର ଟପ୍ ଜାଭେଲିନ୍ ଥ୍ରୋୟର ନଦ୍ଦୀମ ବର୍ମିଙାମରେ ୨୦୨୨ କମନଓ୍ୱେଲ୍ଥ ଗେମ୍ସରେ ୯୦.୧୮ ମିଟର ଫିଙ୍ଗି ଜିତିଥିଲେ ଗୋଲ୍ଡ ମେଡାଲ । ଏହା ପୂର୍ବରୁ ୨୦୨୮ ଜାକର୍ତ୍ତାରେ ଏସିଆନ ଗେମ୍ସ, ହାତେଇଥିଲେ ବ୍ରୋଞ୍ଜ ମେଡାଲ୍ । ଏସିଆନ ଗେମ୍ସରେ ବ୍ରୋଞ୍ଜ ମେଡାଲ୍ ହାସଲ କରିଥିଲେ । ଯେଉଁଠି ଚୋପ୍ରା ଟପ୍ ପୋଜିସନ ହାସଲ କରିଥିଲେ । ଏହାପରେ ନୀରଜ ଚୋପ୍ରା ଅଲିମ୍ପିକ ଓ ବିଶ୍ୱ ଚାମ୍ପିଅନ ହୋଇଥିଲେ । ନୀରଜ ଏବଂ ନଦ୍ଦୀମଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ କଡ୍ଡା ଟକ୍କର । ମୈଦାନରେ କିନ୍ତୁ ଏମାନେ ଦୁଇ କନେକ୍ସନ ଜବରଦସ୍ତ । ଅର୍ଥାତ୍ ବଣ୍ଡିଂ ବେଶ୍ ବଢିଆ । ନିକଟରେ ଚୋପ୍ରା ନଦ୍ଦୀମଙ୍କ ବିଷୟରେ କରିଥିଲେ ଖୁଲ୍ଲାସା । କହିଥିଲେ କି, ବିଶ୍ୱାସ କରିବା ମୁସ୍କିଲ, କିନ୍ତୁ ସତ ଯେ,
ମୁମ୍ୱାଇ ୧୯/୦୩ : ପାକିସ୍ତାନର ଚର୍ଚ୍ଚିତ ଜାଭଲିନ୍ ଥ୍ରୋୟର ଅର୍ସଦ ନଦ୍ଦୀମ ଆଥଲେଟିକ୍ସ ଦିନେ ଭାଲା କିଣିବାକୁ କରୁଥିଲେ ସଂଘର୍ଷ । ଏକଥା ନିଜେ ବୟାନ କରିଛନ୍ତି ଭାରତର ଷ୍ଟାର ଆଥଲେଟ ନୀର ଚୋପ୍ରା । ନଦ୍ଦୀମଙ୍କ ଆର୍ଥିକ ସ୍ଥିତି ବୟାନ କରିଛନ୍ତି ଖୋଦ୍ ନୀରଜ । ନୀରଜ ଅର୍ସଦକୁ ନେଇ ଏମିତି କହିଛନ୍ତି ଯାହା ବିଶ୍ୱାସ କରିବା ହୋଇପଡିଛି କଷ୍ଟକର । କେବଳ ନୀରଜ ଚୋପ୍ରା ନୁହଁନ୍ତି ଅର୍ସଦଙ୍କ ଆର୍ଥିତ ପରିସ୍ଥିତି ଜାଣି ଦୁଃଖ ପ୍ରକାଶ କରିଛନ୍ତି ।
ଗୋଟିଏ ଅନ୍ତର୍ଜାତୀୟ ମାନର ଜାଭେଲିନ୍ କିଣିବା ପାଇଁ ଅର୍ଥର ଅଭାବ ଥିବା ନଦ୍ଦୀମ ନିକଟରେ ଜଣାଇଥିଲେ । ପାକିସ୍ତାନର ଟପ୍ ଜାଭେଲିନ୍ ଥ୍ରୋୟର ନଦ୍ଦୀମ ବର୍ମିଙାମରେ ୨୦୨୨ କମନଓ୍ୱେଲ୍ଥ ଗେମ୍ସରେ ୯୦.୧୮ ମିଟର ଫିଙ୍ଗି ଜିତିଥିଲେ ଗୋଲ୍ଡ ମେଡାଲ । ଏହା ପୂର୍ବରୁ ୨୦୨୮ ଜାକର୍ତ୍ତାରେ ଏସିଆନ ଗେମ୍ସ, ହାତେଇଥିଲେ ବ୍ରୋଞ୍ଜ ମେଡାଲ୍ ।
ଏସିଆନ ଗେମ୍ସରେ ବ୍ରୋଞ୍ଜ ମେଡାଲ୍ ହାସଲ କରିଥିଲେ । ଯେଉଁଠି ଚୋପ୍ରା ଟପ୍ ପୋଜିସନ ହାସଲ କରିଥିଲେ । ଏହାପରେ ନୀରଜ ଚୋପ୍ରା ଅଲିମ୍ପିକ ଓ ବିଶ୍ୱ ଚାମ୍ପିଅନ ହୋଇଥିଲେ । ନୀରଜ ଏବଂ ନଦ୍ଦୀମଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ କଡ୍ଡା ଟକ୍କର । ମୈଦାନରେ କିନ୍ତୁ ଏମାନେ ଦୁଇ କନେକ୍ସନ ଜବରଦସ୍ତ । ଅର୍ଥାତ୍ ବଣ୍ଡିଂ ବେଶ୍ ବଢିଆ । ନିକଟରେ ଚୋପ୍ରା ନଦ୍ଦୀମଙ୍କ ବିଷୟରେ କରିଥିଲେ ଖୁଲ୍ଲାସା ।
କହିଥିଲେ କି, ବିଶ୍ୱାସ କରିବା ମୁସ୍କିଲ, କିନ୍ତୁ ସତ ଯେ, ଦିନେ ନୂଆ ଭାଲା କିଣିବାକୁ ସଂଘର୍ଷ କରୁଥିଲେ ନଦ୍ଦୀମ । ସେ ଆହୁରି କହିଛନ୍ତି ଯେ, ଜଣେ ସଫଳ ଆଥଲେଟ୍ । ଆମ ସରକାରଙ୍କ ଭଳି ପାକ୍ ସରକାର ମଧ୍ୟ ତାଙ୍କୁ ସମସ୍ତ ସହାୟତା କରିବା ଆବଶ୍ୟକ । କାରଣ ନଦ୍ଦୀମ ଏବେ ବେଶ୍ ଲୋକପ୍ରିୟ । ଅନ୍ତର୍ଜାତୀୟ କ୍ରୀଡାରେ ଅବିଶ୍ୱନୀୟ ସଫଳତାକୁ ନେଇ ସେ କିଛି କପ୍ମାନୀ ସହ ଚୁକ୍ତିବଦ୍ଧ ଥିବେ । ଏହି ବାବଦରେ ଯଥେଷ୍ଟ ରୋଜଗାର କରୁଥିବେ । ତେଣୁ ସେ ନିଜ ଖର୍ଚ୍ଚ ବହନ କରିପାରିବେ । ସରକାର ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ।