ଜାଲରେ ପଡିଲା ୨୨ କେଜିର ମାଛ, ଖୁବଶୀଘ୍ର ହେବ ନିଲାମ

କଟକ ୦୪।୧୧: ମାଛୁଆଙ୍କ ଜାଲରେ ପଡିଲା ବିଶାଳ ମାଛ । ମହାନଦୀର ମୁଣ୍ଡଳୀ ବ୍ୟାରେଜ୍‌ରୁ ମତ୍ସ୍ୟଜୀବୀମାନେ ଧରିଛନ୍ତି ୨୨ କେଜି ଓଜନର ବିଶାଳ ମାଛ । ବଜାରରେ ଏହି ମାଛ ଦାମ୍‌ ଅଧିକ ଥିବା ଜଣାପଡିଛି । ଖବର ଅନୁଯାୟୀ, ସୋମବାର ଦିନ ମତ୍ସ୍ୟଜୀବୀ ରବି ଦଳେଇ ଡଙ୍ଗା ନେଇ ମାଛ ଧରୁଥିବା ଯାଇଥିଲେ । ମାଛ ଧରିବା ସମୟରେ ସମୟରେ ତାଙ୍କ ଜାଲରେ ଏହି ୨୨କେଜି ଓଜନର ମାଛଟି ଫଶିଥିଲା। ସ୍ଥାନୀୟ ଲୋକମାନେ ଏହାକୁ ଵୋଦ ମାଛ ଵୋଲି କହୁଛନ୍ତି। ଏହି ମାଛ ଵଜାରରେ କିଲୋ ପିଛା ଦୁଇ ଶହ ଟଙ୍କାରେ ଵିକ୍ରି ହୋଇଥାଏ। ତେଣୁ ଜାଲରେ ପଡିଥିବା ଏହି ମାଛକୁ ନିଲାମ କରାଯିବ ବୋଲି ଜଣାପଡିଛି।

ଜାଲରେ ପଡିଲା ୨୨ କେଜିର ମାଛ, ଖୁବଶୀଘ୍ର ହେବ ନିଲାମ

କଟକ ୦୪।୧୧: ମାଛୁଆଙ୍କ ଜାଲରେ ପଡିଲା ବିଶାଳ ମାଛ । ମହାନଦୀର ମୁଣ୍ଡଳୀ ବ୍ୟାରେଜ୍‌ରୁ ମତ୍ସ୍ୟଜୀବୀମାନେ ଧରିଛନ୍ତି ୨୨ କେଜି ଓଜନର ବିଶାଳ ମାଛ । ବଜାରରେ ଏହି ମାଛ ଦାମ୍‌ ଅଧିକ ଥିବା ଜଣାପଡିଛି । 

ଖବର ଅନୁଯାୟୀ, ସୋମବାର ଦିନ ମତ୍ସ୍ୟଜୀବୀ ରବି ଦଳେଇ ଡଙ୍ଗା ନେଇ ମାଛ ଧରୁଥିବା ଯାଇଥିଲେ । ମାଛ ଧରିବା ସମୟରେ ସମୟରେ ତାଙ୍କ ଜାଲରେ ଏହି ୨୨କେଜି ଓଜନର ମାଛଟି ଫଶିଥିଲା। ସ୍ଥାନୀୟ ଲୋକମାନେ ଏହାକୁ ଵୋଦ ମାଛ ଵୋଲି କହୁଛନ୍ତି। ଏହି ମାଛ ଵଜାରରେ କିଲୋ ପିଛା ଦୁଇ ଶହ ଟଙ୍କାରେ ଵିକ୍ରି ହୋଇଥାଏ। ତେଣୁ ଜାଲରେ ପଡିଥିବା ଏହି ମାଛକୁ ନିଲାମ କରାଯିବ ବୋଲି ଜଣାପଡିଛି।