ଜି-ମେଲ ୟୁଜର୍ସ ସାବଧାନ! ‘ଏଆଇ’ ଚୋରି କରୁଛି ଜି-ମେଲ ତଥ୍ୟ
କନକ ବ୍ୟୁରୋ: ଆପଣ ଯଦି ଜି-ମେଲ ୟୁଜରର୍ସ ତେବେ ସଜାଗ ହୋଇଯାଆନ୍ତୁ । ଆପଣଙ୍କ ଜି-ମେଲ ହ୍ୟାକ କରିବାକୁ ହ୍ୟାକର ଏବେ ନୂଆ ନୂଆ ଉପାୟ ଆପଣାଉଛନ୍ତି। ନିକଟରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଯେଉଁଠି ହ୍ୟାକର ଏବେ ଏଆଇ ଜରିଆରେ ଜିମେଲକୁ ହ୍ୟାକ କରି ସବୁ ତଥ୍ୟ ଚୋରି କରୁଛନ୍ତି । ୟୁଜରର୍ସଙ୍କୁ ଆକାଉଣ୍ଟକୁ ଫେକ୍ ରିକଭରୀ ରିକ୍ୱେଷ୍ଟ ପଠାଉଛନ୍ତି । ତାପରେ ଡାଟା ଗାଏବ । ‘ଏଆଇ’ ଚୋରି କରୁଛି ଜି-ମେଲ ତଥ୍ୟ! ପ୍ରଥମେ ଜି-ମେଲକୁ ଆସୁଛି ଏକ ନୋଟିଫିକେସନଠିକ ଗୁଗୁଲ ନୋଟିଫିକେସନ ପରି ଏହି ଫେକ ନୋଟିଫେକସନ ରହିଛିଫୋନ କିମ୍ବା ଇ-ଇମେଲକୁ ନୋଟିଫିକେସନ ଆସୁଛିଜି-ମେଲ ଆକାଉଣ୍ଟ ରିକଭରୀ କରିବାକୁ ରିକ୍ୱେଷ୍ଟ ମିଳୁଛି ୟୁଜର୍ସ ହଠାତ କିଛି ବୁଝିବା ସହଜ ହେଉନି କାରଣ ଏହା ଠିକ ଜି-ମେଲ ଓରଜିନାଲ ନୋଟିଫିକେସନ ଲାଗୁଛିଯଦି ଆପଣ ରିକ୍ୱେଷ୍ଟ ଗ୍ରହଣ କରିବାକୁ ମନା କରୁଛନ୍ତି ତେବେ ହ୍ୟାକର ନୂଆ ଉପାୟ ଆପଣାଉଛିପ୍ରାୟ ୪୦ ମିନିଟ ପରେ ଏକ କଲ ଆସୁଛିଅଧଘଂଟା ପରେ ଏକ ଫେକ କଲ ଆସୁଛିକଲ ନମ୍ବର ଠିକ ଗୁଗୁଲ ଅଫିସିଆଲ ନମ୍ବର ପରି ଲାଗୁଛି ଏଆଇ ସ୍କାମରୁ କେମିତି ବଞ୍ଚିବେ? ଏଆଇ ବ୍ୟବହାର ବଢ଼ିବା ସହ ବିପଦ ମଧ୍ୟ ବଢ଼ିଛିୟୁଜରର୍ସ ଧ୍ୟାନ ରଖନ୍ତୁ ଜି-ମେଲ ଆକାଉଣ୍ଟ ସମ୍ବନ୍ଧିତ କୌଣସି କଲ କିମ୍ବା ମେସେଜ ଦିଏନିସବୁବେଳେ ଇମେଲ ଜରିଆରେ ୟୁଜରର୍ସଙ୍କୁ ସୂଚନା ଦିଏୟୁଜରର୍ସ ସବୁବେଳେ ଟୁ-ଫ୍ୟାକ୍ଟର ଅଥେନଟିକେସନ ବା ଟୁଏଫ ବ୍ୟବହାର କରିବା ଉଚି

କନକ ବ୍ୟୁରୋ: ଆପଣ ଯଦି ଜି-ମେଲ ୟୁଜରର୍ସ ତେବେ ସଜାଗ ହୋଇଯାଆନ୍ତୁ । ଆପଣଙ୍କ ଜି-ମେଲ ହ୍ୟାକ କରିବାକୁ ହ୍ୟାକର ଏବେ ନୂଆ ନୂଆ ଉପାୟ ଆପଣାଉଛନ୍ତି। ନିକଟରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଯେଉଁଠି ହ୍ୟାକର ଏବେ ଏଆଇ ଜରିଆରେ ଜିମେଲକୁ ହ୍ୟାକ କରି ସବୁ ତଥ୍ୟ ଚୋରି କରୁଛନ୍ତି । ୟୁଜରର୍ସଙ୍କୁ ଆକାଉଣ୍ଟକୁ ଫେକ୍ ରିକଭରୀ ରିକ୍ୱେଷ୍ଟ ପଠାଉଛନ୍ତି । ତାପରେ ଡାଟା ଗାଏବ ।
‘ଏଆଇ’ ଚୋରି କରୁଛି ଜି-ମେଲ ତଥ୍ୟ!
ପ୍ରଥମେ ଜି-ମେଲକୁ ଆସୁଛି ଏକ ନୋଟିଫିକେସନ
ଠିକ ଗୁଗୁଲ ନୋଟିଫିକେସନ ପରି ଏହି ଫେକ ନୋଟିଫେକସନ ରହିଛି
ଫୋନ କିମ୍ବା ଇ-ଇମେଲକୁ ନୋଟିଫିକେସନ ଆସୁଛି
ଜି-ମେଲ ଆକାଉଣ୍ଟ ରିକଭରୀ କରିବାକୁ ରିକ୍ୱେଷ୍ଟ ମିଳୁଛି
ୟୁଜର୍ସ ହଠାତ କିଛି ବୁଝିବା ସହଜ ହେଉନି
କାରଣ ଏହା ଠିକ ଜି-ମେଲ ଓରଜିନାଲ ନୋଟିଫିକେସନ ଲାଗୁଛି
ଯଦି ଆପଣ ରିକ୍ୱେଷ୍ଟ ଗ୍ରହଣ କରିବାକୁ ମନା କରୁଛନ୍ତି ତେବେ ହ୍ୟାକର ନୂଆ ଉପାୟ ଆପଣାଉଛି
ପ୍ରାୟ ୪୦ ମିନିଟ ପରେ ଏକ କଲ ଆସୁଛି
ଅଧଘଂଟା ପରେ ଏକ ଫେକ କଲ ଆସୁଛି
କଲ ନମ୍ବର ଠିକ ଗୁଗୁଲ ଅଫିସିଆଲ ନମ୍ବର ପରି ଲାଗୁଛି
ଏଆଇ ସ୍କାମରୁ କେମିତି ବଞ୍ଚିବେ?
ଏଆଇ ବ୍ୟବହାର ବଢ଼ିବା ସହ ବିପଦ ମଧ୍ୟ ବଢ଼ିଛି
ୟୁଜରର୍ସ ଧ୍ୟାନ ରଖନ୍ତୁ ଜି-ମେଲ ଆକାଉଣ୍ଟ ସମ୍ବନ୍ଧିତ କୌଣସି କଲ କିମ୍ବା ମେସେଜ ଦିଏନି
ସବୁବେଳେ ଇମେଲ ଜରିଆରେ ୟୁଜରର୍ସଙ୍କୁ ସୂଚନା ଦିଏ
ୟୁଜରର୍ସ ସବୁବେଳେ ଟୁ-ଫ୍ୟାକ୍ଟର ଅଥେନଟିକେସନ ବା ଟୁଏଫ ବ୍ୟବହାର କରିବା ଉଚିତ
ଏଭଳି ସ୍କାମ ଘଟଣାରୁ ବଂଚାଇବାକୁ ଗୁଗୁଲ ସିକ୍ୟୁରିଟି ଫିଚରର୍ସ ବାବଦରେ ଅଧିକ ତଥ୍ୟ ଜାଣନ୍ତୁ