ଜିରୋ ନାଇଟ ସେଲିବ୍ରେସନ:ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ଜିରୋ ନାଇଟ ସେଲିବ୍ରେସନ ଉପରେ ଅବକାରୀ ବିଭାଗର କଟକଣା। ବିନା ଅନୁମତିରେ ଜିରୋ ନାଇଟ ସେଲିବ୍ରେସନ ହେଉଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଆସନ୍ତା ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ନିହାତି ଜରୁରୀ। ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଚେତେଇ ଦେଇଛି ଅବକାରୀ ବିଭାଗ। ଅବକାରୀ ପଲିସି ନମାନିଲେ ହେବ କାର୍ଯାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା […]

ଜିରୋ ନାଇଟ ସେଲିବ୍ରେସନ:ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ଜିରୋ ନାଇଟ ସେଲିବ୍ରେସନ ଉପରେ ଅବକାରୀ ବିଭାଗର କଟକଣା। ବିନା ଅନୁମତିରେ ଜିରୋ ନାଇଟ ସେଲିବ୍ରେସନ ହେଉଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଆସନ୍ତା ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ନିହାତି ଜରୁରୀ। ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଚେତେଇ ଦେଇଛି ଅବକାରୀ ବିଭାଗ। ଅବକାରୀ ପଲିସି ନମାନିଲେ ହେବ କାର୍ଯାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପ୍ରସ୍ତୁତି ଚାଲିଛି। ଏହାକୁ ରୋକିବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନେବ ବୋଲି ଅବକାରୀ ବିଭାଗ କହିଛି।ଅବକାରୀ ପଲିସି ନମାନିଲେ କାର୍ଯାନୁଷ୍ଠାନ ହେବ।ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।