ଜୁନ୍ ୦୧ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ- ଅଯଥା ଖର୍ଚ୍ଚର ଯୋଗ ରହିଛି । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକସଙ୍ଗରେ ଅନେକ କାର୍ଯ୍ୟର ଚାପ ଆସିପାରେ । ଏହି କାରଣରୁ, ଉତ୍ତେଜନା ପରିସ୍ଥିତି ରହିବ ।ବୃଷ- ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି । ଆଶା ଠାରୁ ଅଧିକ ଫଳ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।ମିଥୁନ- କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ । ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସମାଧାନ ହୋଇପାରିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ ।କର୍କଟ- ଧନ କ୍ଷୟ ହେବ । ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଆପଣଙ୍କ ଭାଇ-ଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ । ସିଂହ- ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ । ନିଜ ସାଥୀଙ୍କ ସହିତ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି ସମ୍ପର୍କରେ ଗଭୀରତା ରହିବ । ଛାତ୍ର ଛାତ୍ରୀମାନେ ମନସ୍ତାପ କରିବେ ।କନ୍ୟା- ବନ୍ଧୁମାନଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ । ଅବିବାହିତଙ୍କ ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ ଦୃଢ଼ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ
ମେଷ- ଅଯଥା ଖର୍ଚ୍ଚର ଯୋଗ ରହିଛି । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକସଙ୍ଗରେ ଅନେକ କାର୍ଯ୍ୟର ଚାପ ଆସିପାରେ । ଏହି କାରଣରୁ, ଉତ୍ତେଜନା ପରିସ୍ଥିତି ରହିବ ।
ବୃଷ- ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି । ଆଶା ଠାରୁ ଅଧିକ ଫଳ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।
ମିଥୁନ- କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ । ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସମାଧାନ ହୋଇପାରିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ ।
କର୍କଟ- ଧନ କ୍ଷୟ ହେବ । ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଆପଣଙ୍କ ଭାଇ-ଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ ।
ସିଂହ- ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ । ନିଜ ସାଥୀଙ୍କ ସହିତ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି ସମ୍ପର୍କରେ ଗଭୀରତା ରହିବ । ଛାତ୍ର ଛାତ୍ରୀମାନେ ମନସ୍ତାପ କରିବେ ।
କନ୍ୟା- ବନ୍ଧୁମାନଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ । ଅବିବାହିତଙ୍କ ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ ଦୃଢ଼ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପାଠରେ ଅଧିକ ମନୋନିବେଶ କରିବେ ।
ତୁଳା- ଦିନଟିରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ । ପରିବାରରେ ଏକ ଭିନ୍ନ ପରିଚୟ ସୃଷ୍ଟି ହେବ, ଯାହା ଲାଭଦାୟକ ପ୍ରମାଣିତ ହେବ ।
ବିଛା- ଯେକୌଣସି କାର୍ଯ୍ୟ କରିବା ଆଗରୁ ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ । କର୍ମ କ୍ଷେତ୍ରରେ ବହୁତ ସାହାଯ୍ୟ ପାଇବେ । ପାରିବାରିକ ଜୀବନରେ ମିଶ୍ର ଫଳ ମିଳିବ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।
ଧନୁ- ଘାତ ଚନ୍ଦ୍ର ଯୋଗୁଁ ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇପାରେ । ସାବଧାନତାର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ । ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।
ମକର- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ, କାରଣ ଆପଣଙ୍କ ମଧ୍ୟରୁ କେହି ଏଥିରେ ଅସୁବିଧା ସୃଷ୍ଟି କରିବାକୁ ବହୁତ ଚେଷ୍ଟା କରିବେ ।
କୁମ୍ଭ- ଅଧିକ ପରିଶ୍ରମରେ ଦିନଟି ଅତିବାହିତ ହେବ । ଦିନରେ ଅସ୍ଥିରତା ଅନୁଭବ ହୋଇପାରେ । କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନ- ରାଶିରେ ଶ୍ରୀ ଚନ୍ଦ୍ର । ସ୍ବାସ୍ଥ୍ୟ ସମସ୍ୟାକୁ ଦୃଢ଼ ଇଚ୍ଛାଶକ୍ତି ସହିତ ଦୂର କରିପାରିବେ। ପରିବାରରେ ଅନ୍ୟ ସଦସ୍ୟଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିପାରେ । ବ୍ୟବସାୟରେ ଉନ୍ନତି ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର , ଯୋଗାଯୋଗ – 8249826682