ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ, ସେପ୍ଟେମ୍ବର ୧୩ ଯାଏ ଚାଲିବ

ଭୁବେନେଶ୍ୱର : ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ।  ଏହା ସେପ୍ଟେମ୍ବର ୧୩ ତାରିଖ ଯାଏ ଚାଲିବ  ।  ଏହା ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ । ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ୨୫ରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି । The post ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ, ସେପ୍ଟେମ୍ବର ୧୩ ଯାଏ ଚାଲିବ appeared first on KNews Odisha.

ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ, ସେପ୍ଟେମ୍ବର ୧୩ ଯାଏ ଚାଲିବ
assembly

ଭୁବେନେଶ୍ୱର : ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ।  ଏହା ସେପ୍ଟେମ୍ବର ୧୩ ତାରିଖ ଯାଏ ଚାଲିବ  ।  ଏହା ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ । ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ୨୫ରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି ।

The post ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ, ସେପ୍ଟେମ୍ବର ୧୩ ଯାଏ ଚାଲିବ appeared first on KNews Odisha.