ଜୁଲିଆନ୍ ଆଲଫ୍ରେଡ୍ ବିଶ୍ୱର ଦ୍ରୁତତମ ଧାବିକା
ପ୍ୟାରିସ୍, ୪ା୮(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ସେଣ୍ଟ ଲୁସିଆର ଜୁଲିଆନ୍ ଆଲଫ୍ରେଡ୍ ବିଜୟୀ ହୋଇଛନ୍ତି। ନିଟ୍ ରେକର୍ଡ ସହିତ ଆଲଫ୍ରେଡ୍ ୧୦.୭୨ ସେକେଣ୍ଡର ଟାଇମିଂ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟ ପକ୍ଷରେ ଆମେରିକାର ଶା’ କାରି ରିଚାର୍ଡସନ ୧୦.୮୭ ସେକେଣ୍ଡର ଟାଇମିଂ ସହ ଦ୍ୱିତୀୟ ଓ ମେଲିସା ଜେଫରସନ୍ ୧୦.୯୨ ସେକେଣ୍ଡର ଟାଇମିଂ ସହ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ […] The post ଜୁଲିଆନ୍ ଆଲଫ୍ରେଡ୍ ବିଶ୍ୱର ଦ୍ରୁତତମ ଧାବିକା appeared first on Dharitri Odia News.
ପ୍ୟାରିସ୍, ୪ା୮(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ସେଣ୍ଟ ଲୁସିଆର ଜୁଲିଆନ୍ ଆଲଫ୍ରେଡ୍ ବିଜୟୀ ହୋଇଛନ୍ତି। ନିଟ୍ ରେକର୍ଡ ସହିତ ଆଲଫ୍ରେଡ୍ ୧୦.୭୨ ସେକେଣ୍ଡର ଟାଇମିଂ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟ ପକ୍ଷରେ ଆମେରିକାର ଶା’ କାରି ରିଚାର୍ଡସନ ୧୦.୮୭ ସେକେଣ୍ଡର ଟାଇମିଂ ସହ ଦ୍ୱିତୀୟ ଓ ମେଲିସା ଜେଫରସନ୍ ୧୦.୯୨ ସେକେଣ୍ଡର ଟାଇମିଂ ସହ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଲିମ୍ପିକ୍ସରେ ଏହା ସେଣ୍ଟ ଲୁସିଆର ପ୍ରଥମ ସ୍ବର୍ଣ୍ଣ ପଦକ।
Saint Lucia’s first ever Olympic champion, and it’s the women’s 100m.
It doesn’t get better than this.
pic.twitter.com/HS63DLUHJ0
— The Olympic Games (@Olympics) August 3, 2024
The post ଜୁଲିଆନ୍ ଆଲଫ୍ରେଡ୍ ବିଶ୍ୱର ଦ୍ରୁତତମ ଧାବିକା appeared first on Dharitri Odia News.
