ଜେଜେବାପାଙ୍କ ସହ ଖେଳୁଛନ୍ତି ଝିଅ, ଫଟୋ ଶେୟାର କରି ପ୍ରିୟଙ୍କା କହିଲେ…
ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ନିକଟରେ ସେ ବିଗ ବସ୍-୧୭ର ଫାଇନାଲରେ ପହଞ୍ଚିବା ପାଇଁ ସମ୍ପର୍କୀୟ ଭାଇ ମନ୍ନାରା ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବର୍ତ୍ତମାନ ସେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ବିଶେଷ କଥା ହେଉଛି ଗୋଟିଏ ଫଟୋରେ ଝିଅ ମାଳତୀ ମେରି ଚୋପ୍ରା ଜୋନାସ ଜେଜେବାପା କେଭିନ ଜୋନାସଙ୍କ ସହ ଦେଖିବାକୁ ମିିଳିଛି। ଯାହା ପ୍ରଶଂସକଙ୍କ ପାଇଁ ସବୁଠୁ ଭଲ ଫଟୋ। ସ୍ବାମୀ […] The post ଜେଜେବାପାଙ୍କ ସହ ଖେଳୁଛନ୍ତି ଝିଅ, ଫଟୋ ଶେୟାର କରି ପ୍ରିୟଙ୍କା କହିଲେ… appeared first on Dharitri Odia News.
ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ନିକଟରେ ସେ ବିଗ ବସ୍-୧୭ର ଫାଇନାଲରେ ପହଞ୍ଚିବା ପାଇଁ ସମ୍ପର୍କୀୟ ଭାଇ ମନ୍ନାରା ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବର୍ତ୍ତମାନ ସେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ବିଶେଷ କଥା ହେଉଛି ଗୋଟିଏ ଫଟୋରେ ଝିଅ ମାଳତୀ ମେରି ଚୋପ୍ରା ଜୋନାସ ଜେଜେବାପା କେଭିନ ଜୋନାସଙ୍କ ସହ ଦେଖିବାକୁ ମିିଳିଛି। ଯାହା ପ୍ରଶଂସକଙ୍କ ପାଇଁ ସବୁଠୁ ଭଲ ଫଟୋ।
ସ୍ବାମୀ ନିକ୍ ଜୋନାସ ଏବଂ ଝିଅ ମାଳତୀ ସହ ପ୍ରିୟଙ୍କା ଅଧିକାଂଶ ସମୟ ବିତାଉଥିବାର ଦେଖିବାକୁ ମିଳେ। ଏହି ପୋଷ୍ଟରେ ନିକ୍ଙ୍କ ଭାଇ ଫ୍ରାଙ୍କଲିନ ଜୋନାସ ଏବଂ ପିତା କେଭିନ ଜୋନାସ ମଧ୍ୟ ଅଛନ୍ତି। ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି। କ୍ୟାପ୍ଶନ୍ରେ ଅଭିନେତ୍ରୀ ଲେଖିଛନ୍ତି, ବର୍ତ୍ତମାନ। ଫୁଲି ହାର୍ଟ, ଫୁଲି ଟମି।
ଜାନୁୟାରୀ ୨୦୨୨ରେ ପ୍ରିୟଙ୍କା ଏବଂ ନିକ୍ ମାଳତୀଙ୍କୁ ସରୋଗେସି ମାଧ୍ୟମରେ ସ୍ବାଗତ କରିଥିଲେ।
The post ଜେଜେବାପାଙ୍କ ସହ ଖେଳୁଛନ୍ତି ଝିଅ, ଫଟୋ ଶେୟାର କରି ପ୍ରିୟଙ୍କା କହିଲେ… appeared first on Dharitri Odia News.