ଜେଲ ତାଲା ଖୋଲିବ, ସୋରେନ୍‌ ମୁକୁଳିବେ

ରାଞ୍ଚତ୍,୧୩ା୪: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ଙ୍କୁ ଜେଲରେ ରଖାଯିବା ପ୍ରତିବାଦରେ ଶୁକ୍ରବାର ରାଞ୍ଚତ୍ରେ ସରହୁଲ ଶୋଭାଯାତ୍ରା କରାଯାଇଛି। ଏକ ଗାଡ଼ିରେ ଶୋଭାଯାତ୍ରା ବେଳେ ସୋରେନ୍‌ଙ୍କୁ ଜେଲ ଭିତରେ ରଖାଯାଇଥିବା ଫଟୋ ରଖାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ଇଡି ଏବଂ ସିବିଆଇ ବିରୋଧୀ ମନ୍ତବ୍ୟ ଦେଇଥିଲେ। ସେମାନେ କହିଥିଲେ, ଜେଲ୍‌ କା ତାଲା ଟୁଟେଗା, ହେମନ୍ତ ସୋରେନ୍‌ ଛୁଟେଗା। କେନ୍ଦ୍ରୀୟ ସରନା ସମିତି ନେତା ଫୁଲଚାନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାକୁ ଆଦର୍ଶ ଆଚରଣ ବିଧି […] The post ଜେଲ ତାଲା ଖୋଲିବ, ସୋରେନ୍‌ ମୁକୁଳିବେ appeared first on Dharitri Odia News.

ଜେଲ ତାଲା ଖୋଲିବ, ସୋରେନ୍‌ ମୁକୁଳିବେ

ରାଞ୍ଚତ୍,୧୩ା୪: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ଙ୍କୁ ଜେଲରେ ରଖାଯିବା ପ୍ରତିବାଦରେ ଶୁକ୍ରବାର ରାଞ୍ଚତ୍ରେ ସରହୁଲ ଶୋଭାଯାତ୍ରା କରାଯାଇଛି। ଏକ ଗାଡ଼ିରେ ଶୋଭାଯାତ୍ରା ବେଳେ ସୋରେନ୍‌ଙ୍କୁ ଜେଲ ଭିତରେ ରଖାଯାଇଥିବା ଫଟୋ ରଖାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ଇଡି ଏବଂ ସିବିଆଇ ବିରୋଧୀ ମନ୍ତବ୍ୟ ଦେଇଥିଲେ। ସେମାନେ କହିଥିଲେ, ଜେଲ୍‌ କା ତାଲା ଟୁଟେଗା, ହେମନ୍ତ ସୋରେନ୍‌ ଛୁଟେଗା। କେନ୍ଦ୍ରୀୟ ସରନା ସମିତି ନେତା ଫୁଲଚାନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଦର୍ଶାଇ କୋଟ୍‌ଓ୍ବାଲି ପୋଲିସ ଅନୂ୍ୟନ ୨୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।

The post ଜେଲ ତାଲା ଖୋଲିବ, ସୋରେନ୍‌ ମୁକୁଳିବେ appeared first on Dharitri Odia News.