ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୋରେନ, କହିଲେ ମୋ ଉପରେ…

ରାଞ୍ଚି,୨୮।୬: ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡର ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ହେମନ୍ତ ସୋରେନଙ୍କୁ ପାଞ୍ଚ ମାସ ପରେ ବିର୍ସା ମୁଣ୍ଡା ଜେଲରୁ ମୁକ୍ତ କରାଯାଇଥିଲା। ଜେଲରୁ ମୁକୁଳିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜେଲରୁ ମୁକୁଳିବା ପରେ ପୂର୍ବତନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, ମିଥ୍ୟା ଅଭିଯୋଗ କରି ମୋତେ ଜେଲରେ ରଖାଯାଇଥିଲା। ଲୋକଙ୍କ […] The post ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୋରେନ, କହିଲେ ମୋ ଉପରେ… appeared first on Dharitri Odia News.

ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୋରେନ, କହିଲେ ମୋ ଉପରେ…

ରାଞ୍ଚି,୨୮।୬: ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡର ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ହେମନ୍ତ ସୋରେନଙ୍କୁ ପାଞ୍ଚ ମାସ ପରେ ବିର୍ସା ମୁଣ୍ଡା ଜେଲରୁ ମୁକ୍ତ କରାଯାଇଥିଲା। ଜେଲରୁ ମୁକୁଳିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଜେଲରୁ ମୁକୁଳିବା ପରେ ପୂର୍ବତନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, ମିଥ୍ୟା ଅଭିଯୋଗ କରି ମୋତେ ଜେଲରେ ରଖାଯାଇଥିଲା। ଲୋକଙ୍କ ସ୍ବରକୁ ଦମନ କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି କାରଣରୁ କୋର୍ଟ ଏହାର ନ୍ୟାୟ ପ୍ରଦାନ କରିଛନ୍ତି। ମୁଁ ଆଜି ବାହାରକୁ ଆସିଛି।

The post ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ସୋରେନ, କହିଲେ ମୋ ଉପରେ… appeared first on Dharitri Odia News.