ଜ୍ୟୋତି ପକ୍ଷରୁ ଜାତୀୟ ଚକ୍ଷୁଦାନ ପକ୍ଷ ଉପଲକ୍ଷେ, ବିଭିନ୍ନ ପ୍ରତିଯୋଗିତା
ସମ୍ବଲପୁର,ତା.୨୫-୮-ରବିବାର ସକାଳ ୯ ଘଣ୍ଟା ସମୟରେ, “ଜାତୀୟ ଚକ୍ଷୁଦାନ ପକ୍ଷ” ଉପଲକ୍ଷେ,ସ୍କୁଲ କଲେଜର ଛାତ୍ର ଛତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଚିତ୍ରାଙ୍କନ, ବକ୍ତ୍ରୁତା, ଏବଂ ସଙ୍ଗୀତ ଗାନ ପ୍ରତିଯୋଗିତା ହୋଇଥିଲା। ବିଚାରକ ମାନଙ୍କ ଦ୍ୱାରା କ୍ରୁତୀ ପ୍ରତିଯୋଗି ଙ୍କ ନାମ ଘୋଷଣା କରାଯାଇଥିଲା। ଉକ୍ତ କ୍ରୁତୀପ୍ରତିଯୋଗୀ ମାନଙ୍କୁ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ଯା ୬ ଘଣ୍ଟା ରେ ହେବାକୁ ଥିବା “ଜାତୀୟ ଚକ୍ଷୁଦାନ ପକ୍ଷ” ପାଳନ ଅବସରରେ ପୁରସ୍କୃତ […] The post ଜ୍ୟୋତି ପକ୍ଷରୁ ଜାତୀୟ ଚକ୍ଷୁଦାନ ପକ୍ଷ ଉପଲକ୍ଷେ, ବିଭିନ୍ନ ପ୍ରତିଯୋଗିତା appeared first on Odisha.News.

ସମ୍ବଲପୁର,ତା.୨୫-୮-ରବିବାର ସକାଳ ୯ ଘଣ୍ଟା ସମୟରେ, “ଜାତୀୟ ଚକ୍ଷୁଦାନ ପକ୍ଷ” ଉପଲକ୍ଷେ,ସ୍କୁଲ କଲେଜର ଛାତ୍ର ଛତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଚିତ୍ରାଙ୍କନ, ବକ୍ତ୍ରୁତା, ଏବଂ ସଙ୍ଗୀତ ଗାନ ପ୍ରତିଯୋଗିତା ହୋଇଥିଲା। ବିଚାରକ ମାନଙ୍କ ଦ୍ୱାରା କ୍ରୁତୀ ପ୍ରତିଯୋଗି ଙ୍କ ନାମ ଘୋଷଣା କରାଯାଇଥିଲା। ଉକ୍ତ କ୍ରୁତୀପ୍ରତିଯୋଗୀ ମାନଙ୍କୁ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ଯା ୬ ଘଣ୍ଟା ରେ ହେବାକୁ ଥିବା “ଜାତୀୟ ଚକ୍ଷୁଦାନ ପକ୍ଷ” ପାଳନ ଅବସରରେ ପୁରସ୍କୃତ କରାଯିବ।
ଏହି କାର୍ଯ୍ୟକ୍ରମ କୁ ଡ:ପରେଶ ଚନ୍ଦ୍ର ଦାନୀ ସଭପତିତ୍ୱ କରିଥିଲେ ଏବଂ ସଂଯୋଜକ କଳ୍ପନା ମିଶ୍ର ପରିଚାଳନା କରଥିଲେ। ଅନ୍ୟମାନଙ୍କ ସହିତ କୈଲାଶ ମିସ୍ତ୍ତୀ, ଦୁର୍ଗା ଦାନୀ,ଡ: ସତ୍ୟ ନାରାୟଣ ଠାକୁର, ରତ୍ନ ଭୁଷଣ ପ୍ରୁଷେଠ, ରାମାନୁଜ ପଣ୍ଡା, ଶାନ୍ତନୁ ପାଢୀ,ଶିବ ନାରାୟଣ ପାଣିଗ୍ରାହୀ, ରବିନାରାୟଣ ନନ୍ଦ, ବଦ୍ରି ହୋତା, ଇତ୍ୟାଦି ସହଯୋଗ କରିଥିଲେ।
The post ଜ୍ୟୋତି ପକ୍ଷରୁ ଜାତୀୟ ଚକ୍ଷୁଦାନ ପକ୍ଷ ଉପଲକ୍ଷେ, ବିଭିନ୍ନ ପ୍ରତିଯୋଗିତା appeared first on Odisha.News.