ଜ୍ୟୋତିଙ୍କ ସହ ଥିବା ବୟୋଜ୍ୟେଷ୍ଠ ମହିଳା କିଏ?

ଜଗନ୍ନାଥବଲ୍ଲଭ ଭକ୍ତ ନିବାସର ରୁମ ନମ୍ବର ୨୦୩, ଜ୍ୟୋତି ମାଲହୋତ୍ରା ସାଙ୍ଗରେ କିଏ ଥିଲେ?୩ ଦିନ ରହିବା ପାଇଁ ପ୍ଲାନ କରି ଆସି ୨ ଦିନରେ କାହିଁକି ଚାଲିଗଲେ? ଏଭଳି ଅନେକ ଅସମାହିତ ପ୍ରଶ୍ନକୁ ନେଇ ପୁରୀ ପୋଲିସ ତଦନ୍ତ ଚଳାଇଛି।

ଜ୍ୟୋତିଙ୍କ ସହ ଥିବା ବୟୋଜ୍ୟେଷ୍ଠ ମହିଳା କିଏ?
Array