ଜୟନାରାୟଣଙ୍କ ସମର୍ଥନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ! paschimanchal ekta manch support Jaynarayan, Sambalpur.
ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମର୍ଥନରେ ବାହାରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ ! ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଗତ 2 ଦିନ ମଧ୍ୟରେ ବିରୋଧି ଦଳ ଗୁଡ଼ିକ ପକ୍ଷରୁ ଓଡ଼ିଶାକୁ ବିଭାଜନ କରିଦେବା ପାଇଁ ଜୟନାରାୟଣ କହୁଛନ୍ତି ବୋଲି