ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ
ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏସ୍ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼ ମିଛ କୁହାଯାଉଛି। ଇସଲାମାବାଦରେ ସେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ କ୍ରିକେଟ୍ ଡିପ୍ଲୋମାସି ଉପରେ ଆଲୋଚନା କରିଥିବା ଗଣମାଧ୍ୟମରେ ଦେଖାଯାଇଛି। ହେଲେ ଭାରତୀୟ ମିଡିଆ ଏହି କଥାକୁ ଖଣ୍ଡନ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପଡୋଶୀ ଦେଶ ସହ ତିକ୍ତତାକୁ ନେଇ ଭାରତ ସରକାର ପ୍ରାୟ ୧୭ ବର୍ଷ ଧରି […] The post ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ appeared first on Dharitri Odia News.
BIG DEVELOPMENT: The foreign ministers of Pakistan and India have discussed cricket diplomacy. The two countries are likely to begin formal talks on cricket. pic.twitter.com/t6dBuRKFbg
— Faizan Lakhani (@faizanlakhani) October 16, 2024
During EAM Dr S Jaishankar’s visit to Islamabad, no discussion took place on the resumption of cricket ties between India-Pakistan: Sources
— ANI (@ANI) October 16, 2024
The post ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ appeared first on Dharitri Odia News.