ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓଡ଼ିଆ ଝିଅ !

ହେମନ୍ତ ସୋରେନଙ୍କୁ ନେଇ ବଢି ଚାଲିଛି କଳ୍ପନାଜଳ୍ପନା। ଆଜି ଅପରାହ୍ନ ସାଢ଼େ ୪ଟାରେ ଶାସକ ଦଳ ଡାକିଲା ପ୍ରେସମିଟ୍‌। ପ୍ରେସ୍‌ମିଟ୍‌ରେ କୌଣସି ବଡ଼ ଘୋଷଣା ହେବା ସମ୍ଭାବନା।

ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓଡ଼ିଆ ଝିଅ !

ନିଖୋଜ ଚର୍ଚ୍ଚା ଭିତରେ ରାଞ୍ଚିରେ ପହଞ୍ଚିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ହେମନ୍ତ ସୋରେନଙ୍କୁ ନେଇ ବଢି ଚାଲିଛି କଳ୍ପନାଜଳ୍ପନା। ଆଜି ଅପରାହ୍ନ ସାଢ଼େ ୪ଟାରେ ଶାସକ ଦଳ ଡାକିଲା ପ୍ରେସମିଟ୍‌। ପ୍ରେସ୍‌ମିଟ୍‌ରେ କୌଣସି ବଡ଼ ଘୋଷଣା ହେବା ସମ୍ଭାବନା। ତେବେ ଚର୍ଚ୍ଚା ଭିତରେ ଓଡ଼ିଆ ଝିଅ କଳ୍ପନା ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । କଳ୍ପନା ସୋରେନ ହେଉଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ।