ଝାରସୁଗୁଡ଼ାରୁ ବିଧାନସଭା ନିର୍ବାଚନ ଲଢ଼ିବେ ଦୀପାଳି
ଭୁବନେଶ୍ୱର,୩ା୪: ବିଜେଡି ବୁଧବାର ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଝାରସୁଗୁଡ଼ାରୁ ସ୍ବର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଧାନସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। The post ଝାରସୁଗୁଡ଼ାରୁ ବିଧାନସଭା ନିର୍ବାଚନ ଲଢ଼ିବେ ଦୀପାଳି appeared first on Dharitri Odia News.
ଭୁବନେଶ୍ୱର,୩ା୪: ବିଜେଡି ବୁଧବାର ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଝାରସୁଗୁଡ଼ାରୁ ସ୍ବର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଧାନସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।
The post ଝାରସୁଗୁଡ଼ାରୁ ବିଧାନସଭା ନିର୍ବାଚନ ଲଢ଼ିବେ ଦୀପାଳି appeared first on Dharitri Odia News.