ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ବୁଲଡୋଜର, ଅପରାଧୀ ଏମ୍‌ଡି ସୋନୁର ଜବରଦଖଲ ଉଚ୍ଛେଦ

ଝାରସୁଗୁଡା ୧୮।୭: ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର l ଅପରାଧିକ ମାମଲାରେ ଜଡିତ ଥିବା ଏମ୍‌ଡି ସୋନୁ ଜବରଦଖଲ କରିଥିବା ବନ୍ଧବାହାଲ ସ୍ଥିତ ଥିବା ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନ ଆଦିରେ ବୁଲଡୋଜର ଚଢାଇ ଜବର ଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବରଦଖଲ ଉଚ୍ଛେଦ କରାଯିବ l ଏମ୍‌ଡି ସୋନୁ ନାଁରେ ଚାରୋଟି ଅପରାଧିକ ମାମଲା ରହିଛି l ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩୦ଟି ଅପରାଧିକ ମାମଲା ରହିଛି l ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି lYou Can Read:ବନ୍ଧା ହେଲେ ତାମିଲନାଡୁର ତୀରଛି ଗ୍ୟାଙ୍ଗ : କାର୍ କାଚ ଭାଙ୍ଗି ଲୁଟୁଥିଲେ ଲାପଟପ ଓ ମୋବାଇଲ

ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ବୁଲଡୋଜର, ଅପରାଧୀ ଏମ୍‌ଡି ସୋନୁର ଜବରଦଖଲ ଉଚ୍ଛେଦ

ଝାରସୁଗୁଡା ୧୮: ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରଙ୍କ ପ୍ରଥମ ବୁଲଡୋଜର l ଅପରାଧିକ ମାମଲାରେ ଜଡିତ ଥିବା ଏମ୍‌ଡି ସୋନୁ ଜବରଦଖଲ କରିଥିବା ବନ୍ଧବାହାଲ ସ୍ଥିତ ଥିବା ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନ ଆଦିରେ ବୁଲଡୋଜର ଚଢାଇ ଜବର ଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବରଦଖଲ ଉଚ୍ଛେଦ କରାଯିବ l 

ଏମ୍‌ଡି ସୋନୁ ନାଁରେ ଚାରୋଟି ଅପରାଧିକ ମାମଲା ରହିଛି l ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩୦ଟି ଅପରାଧିକ ମାମଲା ରହିଛି l ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି l

You Can Read:

ବନ୍ଧା ହେଲେ ତାମିଲନାଡୁର ତୀରଛି ଗ୍ୟାଙ୍ଗ : କାର୍ କାଚ ଭାଙ୍ଗି ଲୁଟୁଥିଲେ ଲାପଟପ ଓ ମୋବାଇଲ