ଝିଅ ପରେ ଆଖିବୁଜିଲେ ମାଆ, ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର : ଝିଅ ପରେ ଆଖିବୁଜିଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।  ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ ହୋଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଗତ ୧୪ ତାରିଖରେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ବସଟି ଦୁର୍ଘଟଣା ଘଟାଇଥିଲା । ମାଆ ଓ ଝିଅ ସ୍କୁଟିରେ ଯାଉଥିବାବେଳେ ମୋ ବସ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ଝଅର ମୃତ୍ୟୁ ହୋଇଥିଲା।  ମାଆଙ୍କୁ […] The post ଝିଅ ପରେ ଆଖିବୁଜିଲେ ମାଆ, ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ appeared first on KNews Odisha.

ଝିଅ ପରେ ଆଖିବୁଜିଲେ ମାଆ, ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ
mo bus accident

ଭୁବନେଶ୍ୱର : ଝିଅ ପରେ ଆଖିବୁଜିଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।  ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ ହୋଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଗତ ୧୪ ତାରିଖରେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ବସଟି ଦୁର୍ଘଟଣା ଘଟାଇଥିଲା ।

ମାଆ ଓ ଝିଅ ସ୍କୁଟିରେ ଯାଉଥିବାବେଳେ ମୋ ବସ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ଝଅର ମୃତ୍ୟୁ ହୋଇଥିଲା।  ମାଆଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। କଳିଙ୍ଗ ନଗର ଡିପୋକୁ ବସ୍ ଟି ଯିବାବେଳେ ଦୁର୍ଘଟଣା ଘଟିଥିଲା ।

Also read: ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ, ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ

 

The post ଝିଅ ପରେ ଆଖିବୁଜିଲେ ମାଆ, ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ appeared first on KNews Odisha.