ଝିଅ ଲୋ ଭୁଲି ଗଲୁ ମା ର ମମତା , ପ୍ରେମ ପାଇଁ ମାରିଦେଲୁ ମତେ । Death case in Gajapati
ଝିଅ ଲୋ ଭୁଲି ଗଲୁ ମା ର ମମତା , ପ୍ରେମ ପାଇଁ ମାରିଦେଲୁ ମତେ। ପ୍ରେମର ଆଗରେ ହାର ମାନିଲା ମା'ର ମମତା। ପ୍ରେମିକ ସହ ମିଶି ମା'କୁ ହତ୍ୟା କଲା ନାବାଳିକା ଝିଅ। ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ସୁଣ୍ଢି ସାହିରେ। ଏନେଇ ଅଭିଯୋଗ ପାଇବା