ଝୁମୁରୀ କନ୍ଦେଇଦେଇ ଚାଲିଗଲା, ପୁରା ରାଜଗଡ ଗାଁ ଲୋକଙ୍କୁ ! Villagers perform Monkey last rites , Kendrapara.
ମାଙ୍କଡ ଝୁମୁରୀ କନ୍ଦେଇଦେଇ ଚାଲିଗଲା ପୁରା ରାଜଗଡ ଗାଁ ଲୋକଙ୍କୁ ! ମାଙ୍କଡ଼ ପାଇଁ ଆଜି ଗାଁ ପାଲଟିଛି ଶୋକାକୁଳ ! ଗାଁର ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ସେ ଥିଲା ଅତି ପ୍ରିୟପାତ୍ର ' ମାଙ୍କଡ଼ ଟି ବେଳେ ବେଳେ ମାଙ୍କଡ଼ ପାଳଙ୍କ ସହିତ ରହେ