ଝୁଲି ଝୁଲି ରଥକୁ ଆସୁଛନ୍ତି ବଡ଼ ଠାକୁର
ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା ।
ଘଣ୍ଟର ତାଳେ ତାଳେ ଟାହିଆ ହଲାଇ ଆସୁଛନ୍ତି ବଡ଼ ଠାକୁର ଶ୍ରୀବଳଭଦ୍ର। ଧାଡ଼ି ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଲେ ବଡ଼ ଠାକୁର...