ଝେଲମ ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା, ଏକାଧିକ ନିଖୋଜ

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ...

ଝେଲମ ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା, ଏକାଧିକ ନିଖୋଜ

ଶ୍ରୀନଗର ନିକଟସ୍ଥ ଝେଲମ ନଦୀରେ ଅଘଟଣ। ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଥିବା ସୂଚନା ମିଳିଛି। ଡଙ୍ଗା ବୁଡିଯିବା ପରେ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। 

ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ ଜଳ ସ୍ତର ବୃଦ୍ଧି ପାଇଥିଲା। ଆଜି ହଠାତ୍ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଥିବା ସୂଚନା ମିଳିଛି।

ଉଦ୍ଧାରକାର୍ଯ୍ୟ ଚାଲିଥିବାରୁ ଆଗକୁ ଖବର ଅପଡେଟ୍ ଜାରି ରହିବ...