ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ
ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ କିଲୋଗ୍ରାମ ପିଛା ଟମାଟୋର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହୋଇଛି। ଜିଲ୍ଲା ଅଧିକାରୀ ଏହାକୁ କିଲୋଗ୍ରାମ ପିଛା ୧୦୦ ଟଙ୍କା ଧାର୍ଯ୍ୟ କରିବା ସତ୍ତ୍ୱେ ଏହାର ମୂଲ୍ୟ ବୃଦ୍ଧି କରାଯାଇଛି। ଖବର ଅନୁଯାୟୀ, ଧାରା ୧୪୪ ଅନୁଯାୟୀ ପେଶାୱାର ଡେପୁଟି କମିଶନର ଟମାଟୋକୁ ଜିଲ୍ଲା ବାହାରକୁ ପରିବହନ ଉପରେ ପ୍ରତିବନ୍ଧକ […] The post ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ appeared first on Dharitri Odia News.
ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି।
ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ କିଲୋଗ୍ରାମ ପିଛା ଟମାଟୋର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହୋଇଛି।
ଜିଲ୍ଲା ଅଧିକାରୀ ଏହାକୁ କିଲୋଗ୍ରାମ ପିଛା ୧୦୦ ଟଙ୍କା ଧାର୍ଯ୍ୟ କରିବା ସତ୍ତ୍ୱେ ଏହାର ମୂଲ୍ୟ ବୃଦ୍ଧି କରାଯାଇଛି।
ଖବର ଅନୁଯାୟୀ, ଧାରା ୧୪୪ ଅନୁଯାୟୀ ପେଶାୱାର ଡେପୁଟି କମିଶନର ଟମାଟୋକୁ ଜିଲ୍ଲା ବାହାରକୁ ପରିବହନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
The post ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ appeared first on Dharitri Odia News.