ଟସ୍ ଜିତିଥିବା ଦଳ ଜିତିବ ଟି-୨୦ ଓ୍ବାର୍ଲ୍ଡକପ୍ ଟ୍ରଫି, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଆକଳନ...
ନୂଆଦିଲ୍ଲୀ ୨୯।୦୬: ଟି-୨୦ ବିଶ୍ୱକପ ୨୦୨୪ । ସନ୍ଧ୍ୟା ୮ଟାରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଦୁଇଥର ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଖେଳି ସାରିଛି । ଏଥିରୁ ଗୋଟିଏ ଟ୍ରଫି ହାତେଇବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ । ଚଳିତ ସିଜିନ୍ରେ ଟିମ୍ ଇଣ୍ଡିଆ ୩ୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଫାଇନାଲରେ କରିଛି ଏଣ୍ଟ୍ରି । ତେବେ ଜଦି ରୋହିତ ଶର୍ମା ଟସ୍ ଜିତନ୍ତି ତେବେ ଟ୍ରଫିର ହକ୍ଦାର୍ ହେବ ଟିମ୍ ଇଣ୍ଡିଆ । ଏକଥା ଆମେ କହୁନୁ ବରଂ ଏହାର ସମୀକ କିନ୍ତୁ ଟସ୍ ଜିତି ରୋହିତ ଶର୍ମାଙ୍କ ଦଳ ଏହି ଟ୍ରଫି ଜିତିପାରିବ। ଏହା ଆମେ କହୁନାହୁଁ ବରଂ ଏହା ରେକର୍ଡ କହୁଛି । କୁହାଯାଉଛି କି ଟି-୨୦ ଓ୍ବାର୍ଲ୍ଡକପ୍ ମ୍ୟାଚ୍ରେ ଟସ୍ ଫ୍ୟାକ୍ଟର୍ କରିଥାଏ । ଯଦିଓ ଟସ୍ ପିଚ୍ ଏବଂ ପାଣିପାଗ ଉପରେ ନିର୍ଭର କରେ, କିନ୍ତୁ ଟସ୍ ଜିତୁଥିବା ଟିମ୍ ନିଷ୍ପତ୍ତି ନେଇଥାଏ କି ପ୍ରଥମେ ବ୍ୟାଟିଂ କିମ୍ବା ପ୍ରଥମେ ଫିଲ୍ଡ କରିବ । କିନ୍ତୁ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ଟି-୨୦ ବିଶ୍ୱକପ୍ରେ ଟସ୍ ଫ୍ୟାକ୍ଟର୍କୁ ନେଇ ଏକପାଖିଆ ଆକଳନ ଦେଖାଯାଉଛି ।ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ଟି-୨୦ ବିଶ୍ୱକପ୍ରେ ଟସ୍ ଜିତିଥିବା ଟିମ୍ ଟ୍ରଫି ଜିତିବାରେ ଅଧିକ ସଫଳ ହୋଇଛି । ୭ଥର ହୋଇଛି କି ଟସ୍ ଜିତିଥିବା ଟିମ୍ ଟି-୨୦ ବିଶ୍ୱକ
ନୂଆଦିଲ୍ଲୀ ୨୯।୦୬: ଟି-୨୦ ବିଶ୍ୱକପ ୨୦୨୪ । ସନ୍ଧ୍ୟା ୮ଟାରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଦୁଇଥର ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଖେଳି ସାରିଛି । ଏଥିରୁ ଗୋଟିଏ ଟ୍ରଫି ହାତେଇବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ ।
ଚଳିତ ସିଜିନ୍ରେ ଟିମ୍ ଇଣ୍ଡିଆ ୩ୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଫାଇନାଲରେ କରିଛି ଏଣ୍ଟ୍ରି । ତେବେ ଜଦି ରୋହିତ ଶର୍ମା ଟସ୍ ଜିତନ୍ତି ତେବେ ଟ୍ରଫିର ହକ୍ଦାର୍ ହେବ ଟିମ୍ ଇଣ୍ଡିଆ । ଏକଥା ଆମେ କହୁନୁ ବରଂ ଏହାର ସମୀକ କିନ୍ତୁ ଟସ୍ ଜିତି ରୋହିତ ଶର୍ମାଙ୍କ ଦଳ ଏହି ଟ୍ରଫି ଜିତିପାରିବ। ଏହା ଆମେ କହୁନାହୁଁ ବରଂ ଏହା ରେକର୍ଡ କହୁଛି ।
କୁହାଯାଉଛି କି ଟି-୨୦ ଓ୍ବାର୍ଲ୍ଡକପ୍ ମ୍ୟାଚ୍ରେ ଟସ୍ ଫ୍ୟାକ୍ଟର୍ କରିଥାଏ । ଯଦିଓ ଟସ୍ ପିଚ୍ ଏବଂ ପାଣିପାଗ ଉପରେ ନିର୍ଭର କରେ, କିନ୍ତୁ ଟସ୍ ଜିତୁଥିବା ଟିମ୍ ନିଷ୍ପତ୍ତି ନେଇଥାଏ କି ପ୍ରଥମେ ବ୍ୟାଟିଂ କିମ୍ବା ପ୍ରଥମେ ଫିଲ୍ଡ କରିବ । କିନ୍ତୁ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ଟି-୨୦ ବିଶ୍ୱକପ୍ରେ ଟସ୍ ଫ୍ୟାକ୍ଟର୍କୁ ନେଇ ଏକପାଖିଆ ଆକଳନ ଦେଖାଯାଉଛି ।
ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ଟି-୨୦ ବିଶ୍ୱକପ୍ରେ ଟସ୍ ଜିତିଥିବା ଟିମ୍ ଟ୍ରଫି ଜିତିବାରେ ଅଧିକ ସଫଳ ହୋଇଛି । ୭ଥର ହୋଇଛି କି ଟସ୍ ଜିତିଥିବା ଟିମ୍ ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଜିତିଛି । କେବଳ ଥରେ ଟସ୍ ହାରିଥିବା ଟିମ୍ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବାରେ ସଫଳ ହୋଇଛି । ଟି-୨୦ ବିଶ୍ୱକପ ୨୦୦୯ର ଫାଇନାଲରେ ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ପାକିସ୍ତାନ ୮ୱିକେଟରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା।
ଏପର୍ଯ୍ୟନ୍ତ ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ କେବଳ ୩ଟି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛନ୍ତି । ଏଥିମଧ୍ୟରୁ କେବଳ ଥରେ ହିଁ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଫାଇନାଲ୍ ମ୍ୟାଚ୍ ହାରିଛି । ଏହା ହୋଇଛି ଟି-୨୦ ବିଶ୍ୱକପ ୨୦୦୯ର ଅନ୍ତିମ ମ୍ୟାଚରେ । ଏହି ମ୍ୟାଚ୍ରେ ପାକିସ୍ତାନଠାରୁ ହାରିଥିଲା ଶ୍ରୀଲଙ୍କା ।
ଏପର୍ଯ୍ୟନ୍ତ ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ଟସ୍ ଜିତିଥିବା ଦଳ ପ୍ରଥମ ପାଞ୍ଚ ଥର ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ହେଉଛି ଯେ ଯେଉଁ ଦଳ ଟସ୍ ଜିତି ଫିଲ୍ଡ ନିଷ୍ପତ୍ତି ନେଇଛନ୍ତି, ସେମାନେ ଟି-୨୦ ବିଶ୍ୱକପର ଜିତିଛନ୍ତି ଫାଇନାଲ ।