ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କଲେ ମହାନଗର ନିଗମ କମିଶନର

ସମ୍ବଲପୁର:ବୁଧବାର ସକାଳ ସମୟରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୁଷଣ ସହରର ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟତଃ ଏକ ନିର୍ମାଣଧିନ ରାସ୍ତା କାର୍ଯ୍ୟ ର ତଦାରଖ କରିଥିଲେ । ଏଥିସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଥିବା ନାଳ, ରାସ୍ତାଘାଟ ସହ ଜଳ ନିଷ୍କାସନ ସମସ୍ୟାକୁ ନେଇଆଳୋଚନା ମଧ୍ୟ କରିଥିଲେ।ଏହି ପରିଦର୍ଶନ ସମୟରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। The post ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କଲେ ମହାନଗର ନିଗମ କମିଶନର appeared first on Odisha.News.

ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କଲେ ମହାନଗର ନିଗମ କମିଶନର

ସମ୍ବଲପୁର:ବୁଧବାର ସକାଳ ସମୟରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୁଷଣ ସହରର ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟତଃ ଏକ ନିର୍ମାଣଧିନ ରାସ୍ତା କାର୍ଯ୍ୟ ର ତଦାରଖ କରିଥିଲେ । ଏଥିସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଥିବା ନାଳ, ରାସ୍ତାଘାଟ ସହ ଜଳ ନିଷ୍କାସନ ସମସ୍ୟାକୁ ନେଇଆଳୋଚନା ମଧ୍ୟ କରିଥିଲେ।ଏହି ପରିଦର୍ଶନ ସମୟରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

The post ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କଲେ ମହାନଗର ନିଗମ କମିଶନର appeared first on Odisha.News.