ଟାଙ୍ଗିଆ ଚୋଟରେ କବିର ପ୍ରଧାନଙ୍କ ମୃତ୍ୟୁ
ନୟାଗଡ଼,୬।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀରେ ଏକ ହତ୍ୟାକାଣ୍ଡ ଘଟିଛି। ଅଶୋକ ମଳିକଙ୍କ ଟାଙ୍ଗିଆ ଚୋଟରେ ଉକ୍ତ ଗ୍ରାମର କବିର ପ୍ରଧାନ(୭୦)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଥିବା ବେଳେ ଦଶପଲ୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଶୋକଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି। The post ଟାଙ୍ଗିଆ ଚୋଟରେ କବିର ପ୍ରଧାନଙ୍କ ମୃତ୍ୟୁ appeared first on Dharitri Odia News.
ନୟାଗଡ଼,୬।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀରେ ଏକ ହତ୍ୟାକାଣ୍ଡ ଘଟିଛି। ଅଶୋକ ମଳିକଙ୍କ ଟାଙ୍ଗିଆ ଚୋଟରେ ଉକ୍ତ ଗ୍ରାମର କବିର ପ୍ରଧାନ(୭୦)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଥିବା ବେଳେ ଦଶପଲ୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଶୋକଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।
The post ଟାଙ୍ଗିଆ ଚୋଟରେ କବିର ପ୍ରଧାନଙ୍କ ମୃତ୍ୟୁ appeared first on Dharitri Odia News.