ଟିକେଟ ବଣ୍ଟାକୁ ନେଇ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ବିଜେପିରେ ବିଦ୍ରୋହ
କଟକ: ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହ। ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କୁ... The post ଟିକେଟ ବଣ୍ଟାକୁ ନେଇ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ବିଜେପିରେ ବିଦ୍ରୋହ appeared first on .
କଟକ: ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହ। ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କୁ ଟିକେଟ ମିଳିବା ପରେ ଆଶାୟୀ ପ୍ରାର୍ଥୀ ନମିତା ମଞ୍ଜରୀ ସାହୁଙ୍କ ଶହଶହ ମହିଳା ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି। ଦଳୀୟ ନେତୃତ୍ବ ବିରୋଧରେ ମହିଳାମାନେ ଗେଟରେ ପକାଇଛନ୍ତି ତାଲା। ୫ ଥର ହାରିବା ପରେ ନୟନ କିଶୋର ମହାନ୍ତିଙ୍କୁ ବିଜେପି କିପରି ଚୌଦ୍ବାର କଟକରୁ ଟିକେ ଦେଉଛି ବୋଲି ମହିଳା ମାନେ ପ୍ରଶ୍ନ କରିଛନ୍ତି। ନମିତା ମଞ୍ଜରୀ ସାହୁଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ଜାରି ରହିବ ବୋଲି ନମିତା ମଞ୍ଜରୀ ସାହୁଙ୍କ ସମର୍ଥକମାନେ କହିଛନ୍ତି।
The post ଟିକେଟ ବଣ୍ଟାକୁ ନେଇ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ବିଜେପିରେ ବିଦ୍ରୋହ appeared first on .