ଟିଟିଲାଗଡ ବିଜେପି ପ୍ରାର୍ଥୀ ଭୋଟରଙ୍କୁ ଭୟଭୀତ କରୁଛନ୍ତି, ଉପହାର ବାଣ୍ଟୁଛନ୍ତି : ବିଜେଡି

ଭୁବନେଶ୍ବର ୨୧।୫: ଟିଟିଲାଗଡର ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ବିଜେଡିର ଅଭିଯୋଗ ଅନୁଯାୟୀ, ସାଇଲେଣ୍ଟ ଆଓ୍ବାରରେ ପ୍ରଚାର କରୁଥିଲେ । ଭୋଟରଙ୍କୁ ଭୟଭୀତ କରୁଥିଲେ । ନିର୍ବାଚନ ହାରିବା ଜାଣି ବିଭିନ୍ନ ପ୍ରାନ୍ତରେ ଉପହାର ବାଣ୍ଟି ଚାଲିଛି ବିଜେପି । ସୋମବାର ନିର୍ବାଚନ ସମୟରେ ବିଦେଶୀ ମଦ ବାଣ୍ଟିଛନ୍ତି ନବୀନ ଜୈନ । ବିଜୁ ଜନତା ଦଳ ଭଳି କାମ କରିଥିଲେ ହୁଏତ ଆଜି ଏଭଳି ଉପହାର ଦେବାକୁ ପଡ଼ିନଥାନ୍ତା । ଏଥିଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ।You Can Read :ଗଞ୍ଜାମରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ CCTV  

ଟିଟିଲାଗଡ ବିଜେପି ପ୍ରାର୍ଥୀ ଭୋଟରଙ୍କୁ ଭୟଭୀତ କରୁଛନ୍ତି, ଉପହାର ବାଣ୍ଟୁଛନ୍ତି : ବିଜେଡି

ଭୁବନେଶ୍ବର ୨୧।୫: ଟିଟିଲାଗଡର ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ବିଜେଡିର ଅଭିଯୋଗ ଅନୁଯାୟୀ, ସାଇଲେଣ୍ଟ ଆଓ୍ବାରରେ ପ୍ରଚାର କରୁଥିଲେ । ଭୋଟରଙ୍କୁ ଭୟଭୀତ କରୁଥିଲେ । ନିର୍ବାଚନ ହାରିବା ଜାଣି ବିଭିନ୍ନ ପ୍ରାନ୍ତରେ ଉପହାର ବାଣ୍ଟି ଚାଲିଛି ବିଜେପି । 

ସୋମବାର ନିର୍ବାଚନ ସମୟରେ ବିଦେଶୀ ମଦ ବାଣ୍ଟିଛନ୍ତି ନବୀନ ଜୈନ । ବିଜୁ ଜନତା ଦଳ ଭଳି କାମ କରିଥିଲେ ହୁଏତ ଆଜି ଏଭଳି ଉପହାର ଦେବାକୁ ପଡ଼ିନଥାନ୍ତା । ଏଥିଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ।

You Can Read :

ଗଞ୍ଜାମରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ CCTV