ଟିମ ଇଣ୍ଡିଆକୁ ଅଲବିଦା କହିବା ପୂର୍ବରୁ ଦ୍ରାବିଡ ଦେଲେ ଶେଷ ଭାଷଣ, ଭିଡିଓରେ ଦେଖନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୨।୭: ରାହୁଲ ଦ୍ରାବିଡ ଟି -୨୦ ବିଶ୍ୱକପ୍ ୨୦୨୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଟୁର୍ନାମେଣ୍ଟ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଟିମ ଇଣ୍ଡିଆ ଏକ ନୂଆ କୋଚ୍ ପାଇବ। ଦଳକୁ ବିଦାୟ ଦେବା ପୂର୍ବରୁ ଦ୍ରାବିଡ ଡ୍ରେସିଂ ରୁମରେ ଏକ ଶେଷ ଭାଷଣ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଦ୍ରାବିଡ ତାଙ୍କର ଶେଷ ଭାଷଣରେ କ’ଣ କହିଛନ୍ତି। ରାହୁଲ କହିଛନ୍ତି, ମୋତେ ଏହି […] The post ଟିମ ଇଣ୍ଡିଆକୁ ଅଲବିଦା କହିବା ପୂର୍ବରୁ ଦ୍ରାବିଡ ଦେଲେ ଶେଷ ଭାଷଣ, ଭିଡିଓରେ ଦେଖନ୍ତୁ କ’ଣ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ରାହୁଲ ଦ୍ରାବିଡ ଟି -୨୦ ବିଶ୍ୱକପ୍ ୨୦୨୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଟୁର୍ନାମେଣ୍ଟ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଟିମ ଇଣ୍ଡିଆ ଏକ ନୂଆ କୋଚ୍ ପାଇବ। ଦଳକୁ ବିଦାୟ ଦେବା ପୂର୍ବରୁ ଦ୍ରାବିଡ ଡ୍ରେସିଂ ରୁମରେ ଏକ ଶେଷ ଭାଷଣ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଦ୍ରାବିଡ ତାଙ୍କର ଶେଷ ଭାଷଣରେ କ’ଣ କହିଛନ୍ତି।
ରାହୁଲ କହିଛନ୍ତି, ମୋତେ ଏହି ଚମତ୍କାର ସ୍ମୃତିର ଏକ ଅଂଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆପଣ ସମସ୍ତେ ଏହି ମୁହୂର୍ତ୍ତକୁ ମନେ ରଖିବେ। ଏହା ରନ କିମ୍ବା ଉଇକେଟ୍ ବିଷୟରେ ନୁହେଁ। ଆପଣ ନିଜ କ୍ୟାରିୟରକୁ ମନେ ରଖିବେ। ମୁଁ ତୁମ ସମସ୍ତଙ୍କ ପାଇଁ ଏହାଠାରୁ ଅଧିକ ଗର୍ବିତ ହୋଇପାରିବି ନାହିଁ। ଯେଉଁଭଳି ଭାବେ ତୁମେମାନେ ମଇଦାନକୁ ଆସି ଲଢିଲ ଗର୍ବର କଥା।
???????????? ???????????????????????????????????????????????????? ????????????????-????????????????!
![]()
The sacrifices, the commitment, the comeback
![]()
#TeamIndia Head Coach Rahul Dravid’s emotional dressing room speech in Barbados
#T20WorldCup pic.twitter.com/vVUMfTZWbc
— BCCI (@BCCI) July 2, 2024
The post ଟିମ ଇଣ୍ଡିଆକୁ ଅଲବିଦା କହିବା ପୂର୍ବରୁ ଦ୍ରାବିଡ ଦେଲେ ଶେଷ ଭାଷଣ, ଭିଡିଓରେ ଦେଖନ୍ତୁ କ’ଣ କହିଲେ… appeared first on Dharitri Odia News.
