ଟି୨୦ ବିଶ୍ୱକପରେ ଭାରତ ବିଜୟୀ । ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ
କନକ ବ୍ୟୁରୋ : ଟି -୨୦ ବିଶ୍ୱକପରେ ଭାରତର ବିଜୟ ହୋଇଛି । ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଭାରତ ଟ୍ୱି-୨୦ ବିଶ୍ୱକପର ଚମ୍ପିୟନ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୭୬ ରନରେ କରିଥିବା ବେଳେ ୭ ରନ ପଛୁଆ ରହି ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା The post ଟି୨୦ ବିଶ୍ୱକପରେ ଭାରତ ବିଜୟୀ । ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ first appeared on Kanak News.

କନକ ବ୍ୟୁରୋ : ଟି -୨୦ ବିଶ୍ୱକପରେ ଭାରତର ବିଜୟ ହୋଇଛି । ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଭାରତ ଟ୍ୱି-୨୦ ବିଶ୍ୱକପର ଚମ୍ପିୟନ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୭୬ ରନରେ କରିଥିବା ବେଳେ ୭ ରନ ପଛୁଆ ରହି ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା
The post ଟି୨୦ ବିଶ୍ୱକପରେ ଭାରତ ବିଜୟୀ । ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ first appeared on Kanak News.