ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ଯୁ
ପାଟଣାଗଡ଼: ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ। ବେଲପଡ଼ା ଥାନା ଆଦର୍ଶ ବିଦ୍ୟାଳୟ ନିକଟରେ ଏହ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ପାଟଣାଗଡ଼ ହସ୍ପିଟାଲରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି।