ଟ୍ରକ୍ ଚାପାରେ ସ୍ତ୍ରୀ ମୃତ, ଗୁରୁତର ସ୍ବାମୀ ମେଡ଼ିକାଲରେ ଭର୍ତ୍ତି

ନୂଆପଡା ୨୦।୫: ନୂଆପଡ଼ାରେ ଅଭାବନୀୟ ଘଟଣା । ସାତଜନ୍ମର ସାଥୀ ହୋଇ ରହିବାକୁ କଥା ଦେଇଥିଲେ । ହେଲେ ଆଗ ଚାଲିଗଲେ ସ୍ତ୍ରୀ । ଟ୍ରକ୍ ଚାପାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ବାଇକ୍‌ରେ ଯାଉଥିବା ବେଳେ ପଛରୁ ପିଟିଥିଲା ଟ୍ରକ୍ ।ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୩୫୩ ନୂଆପଡା ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୋମନା ଥାନା ରେଙ୍ଗାବାହାଲ ଗ୍ରାମର ଦମ୍ପତ୍ତି ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକ୍ ଚାପାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣକ କୋମନା ଥାନା ରେଙ୍ଗାବାହାଲ ଗ୍ରାମର ରୁକ୍ମଣୀ ସାହୁ । ବାଇକ୍‌ରେ ଯାଉଥିବା ବେଳେ ଦମ୍ପତ୍ତିଙ୍କୁ ପଛରୁ ପିଟିଦେଇଥିଲା ଟ୍ରକ୍ ।You Can Read:ରାଜରାସ୍ତାରେ ପଥଚାରୀଙ୍କୁ ଆକ୍ରମଣ କରି ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ, ଚାଳକ ଆହତ

ଟ୍ରକ୍ ଚାପାରେ ସ୍ତ୍ରୀ ମୃତ, ଗୁରୁତର ସ୍ବାମୀ ମେଡ଼ିକାଲରେ ଭର୍ତ୍ତି

ନୂଆପଡା ୨୦।୫: ନୂଆପଡ଼ାରେ ଅଭାବନୀୟ ଘଟଣା । ସାତଜନ୍ମର ସାଥୀ ହୋଇ ରହିବାକୁ କଥା ଦେଇଥିଲେ । ହେଲେ ଆଗ ଚାଲିଗଲେ ସ୍ତ୍ରୀ । ଟ୍ରକ୍ ଚାପାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ବାଇକ୍‌ରେ ଯାଉଥିବା ବେଳେ ପଛରୁ ପିଟିଥିଲା ଟ୍ରକ୍ ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୩୫୩ ନୂଆପଡା ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୋମନା ଥାନା ରେଙ୍ଗାବାହାଲ ଗ୍ରାମର ଦମ୍ପତ୍ତି ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକ୍ ଚାପାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣକ କୋମନା ଥାନା ରେଙ୍ଗାବାହାଲ ଗ୍ରାମର ରୁକ୍ମଣୀ ସାହୁ । ବାଇକ୍‌ରେ ଯାଉଥିବା ବେଳେ ଦମ୍ପତ୍ତିଙ୍କୁ ପଛରୁ ପିଟିଦେଇଥିଲା ଟ୍ରକ୍ ।

You Can Read:

ରାଜରାସ୍ତାରେ ପଥଚାରୀଙ୍କୁ ଆକ୍ରମଣ କରି ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ, ଚାଳକ ଆହତ