ଟ୍ରଲରକୁ ପଛରୁ ପିଟିଲା ଟାଟା ମ୍ୟାଜିକ୍‌, ୬ ମୃତ

ସୁନ୍ଦରଗଡ଼ ୦୨।୧୧ : ସୁନ୍ଦରଗଡ଼ ଟଏକନପାଲି ନିକଟରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରଲରକୁ ପଛରୁ ଧକ୍କା ଦେଲା ଟାଟା ମ୍ୟାଜିକ୍‌ । ଯାହାଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ଟାଟା ମ୍ୟାଜିକ୍‌ ଜରିଆରେ କୀର୍ତ୍ତନ ସାରି ଘରକୁ ଫେରୁଥିଲେ ଦଳ । ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଏକନପାଲି ନିକଟରେ ଟାଟା ମ୍ୟାଜିକ୍‌ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଟ୍ରଲରକୁ ପିଟିଥିଲା । ଯାହାଫଳରେ ଟାଟା ମ୍ୟାଜିକ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ସମସ୍ତେ ସୁନ୍ଦରଗଡ଼ କନ୍ଧାତୁଢା ଗାଁର ବୋଲି ଜଣାପଡିଛି । 

ଟ୍ରଲରକୁ ପଛରୁ ପିଟିଲା ଟାଟା ମ୍ୟାଜିକ୍‌, ୬ ମୃତ

ସୁନ୍ଦରଗଡ଼ ୦୨।୧୧ : ସୁନ୍ଦରଗଡ଼ ଟଏକନପାଲି ନିକଟରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରଲରକୁ ପଛରୁ ଧକ୍କା ଦେଲା ଟାଟା ମ୍ୟାଜିକ୍‌ । ଯାହାଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଏକ ଟାଟା ମ୍ୟାଜିକ୍‌ ଜରିଆରେ କୀର୍ତ୍ତନ ସାରି ଘରକୁ ଫେରୁଥିଲେ ଦଳ । ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଏକନପାଲି ନିକଟରେ ଟାଟା ମ୍ୟାଜିକ୍‌ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଟ୍ରଲରକୁ ପିଟିଥିଲା । ଯାହାଫଳରେ ଟାଟା ମ୍ୟାଜିକ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ସମସ୍ତେ ସୁନ୍ଦରଗଡ଼ କନ୍ଧାତୁଢା ଗାଁର ବୋଲି ଜଣାପଡିଛି ।