ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ, ଜଣେ ଗୁରୁତର

ପାଟଣା : ପାଟଣା ଥାନା ଅନ୍ତର୍ଗତ ମୀରିଗିଖୋଜି ପଞ୍ଚାୟତ ଅସନବାହାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଏକ ମହିନ୍ଦ୍ରା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଟ୍ରାକ୍ଟର ଇଞ୍ଜିନ ତଳେ ଡ୍ରାଇଭର ସହିତ ଅନ୍ୟ ଜଣେ ଚାପି ହୋଇଥିଲେ।  ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଡ୍ରାଇଭର ଜଣକ ହେଉଛନ୍ତି ଅସନବାହାଳୀ ଭୂମିଜ ସାହିର […]

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ, ଜଣେ ଗୁରୁତର

ପାଟଣା : ପାଟଣା ଥାନା ଅନ୍ତର୍ଗତ ମୀରିଗିଖୋଜି ପଞ୍ଚାୟତ ଅସନବାହାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଏକ ମହିନ୍ଦ୍ରା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଟ୍ରାକ୍ଟର ଇଞ୍ଜିନ ତଳେ ଡ୍ରାଇଭର ସହିତ ଅନ୍ୟ ଜଣେ ଚାପି ହୋଇଥିଲେ।  ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଡ୍ରାଇଭର ଜଣକ ହେଉଛନ୍ତି ଅସନବାହାଳୀ ଭୂମିଜ ସାହିର ବିଶ୍ୱନାଥ ଭୂମିଜଙ୍କ ପୁଅ ରାଜେଶ  ଭୂମିଜ(୨୨)ବୋଲି ଜଣାପଡିଛି। ଗୁରୁତର ନାବାଳକ ଜଣକ ହେଉଛନ୍ତି ରାଜେଶର ନାବାଳକ ଶଳା  । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।