ଟ୍ରାକ୍ଟର ପଛରେ ଗୋଡେଇଛି ସାର୍, ପୋଲିସ୍ ଗୋଡେଇଲା ମାଫିଆ ଧାଇଁଲା ! Police & Sand mafia chase, Mayurbhanj.
ଟ୍ରାକ୍ଟର ପଛରେ ଗୋଡେଇଛି ସାର୍, ପୋଲିସ୍ ଗୋଡେଇଲା ମାଫିଆ ଧାଇଁଲା ! ଖବର ପାଇ ପହଁଞ୍ଚିଲା ପୋଲିସ। ପୋଲିସ ବାଲିଘାଟରେ ପହଁଞ୍ଚି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସମୟରେ ଟ୍ରାକ୍ଟର କୁ ଖସାଇ ନେଲେ ବାଲି ମାଫିଆ। ଯାହା ପରେ ପୋଲିସକୁ ନାକେଦମ