ଟ୍ରାକ୍ଟର ଲୋନ୍ ପାଇଁ ଉଜୁଡ଼ି ଗଲା ପରିବାର ,ନିଲାମ ହେଲା ଘର ! Jharsuguda , Odisha
ଟ୍ରାକ୍ଟର ଲୋନ୍ ପାଇଁ ଉଜୁଡ଼ି ଗଲା ପରିବାର ,ନିଲାମ ହେଲା ଘର ! ଝାରସୁଗୁଡା ଜିଲ୍ଲା ବେଲ ପାହାଡ ପୌର ପରିଷଦରେ ସନ୍ତୋଷ ବେରିହାଙ୍କ ଘରେ ବ୍ୟାଙ୍କ ଝୁଲାଇଛି ତାଲା l ସନ୍ତୋଷଙ୍କ ବଡ଼ ପୁଅ ଟ୍ରାକ୍ଟର କିଣିବା ପାଇଁ ବ୍ୟାଙ୍କରୁ ରୁଣ ନେଇଥିଲେ l