ଟ୍ରାଫିକ ଇନ୍ସପେକ୍ଟରଙ୍କ ପାଖରୁ ୨୪ ଲକ୍ଷ ଟଙ୍କା ଜବତ

ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ରଙ୍କ ପାଖରୁ ମୋଟ ୨୪ ଲକ୍ଷ ଟଙ୍କା ଜବତ ହୋଇଛି।

ଟ୍ରାଫିକ ଇନ୍ସପେକ୍ଟରଙ୍କ ପାଖରୁ ୨୪ ଲକ୍ଷ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା। କାର୍‌ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତାରେ ଧରାପଡ଼ିଲେ। ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ରଙ୍କ ପାଖରୁ ମୋଟ ୨୪ ଲକ୍ଷ ଟଙ୍କା ଜବତ ହୋଇଛି। ଗାଡ଼ିରୁ ୧୧ଲକ୍ଷ ଟଙ୍କା ଓ ୨ଟି ଘର ଯାଞ୍ଚରୁ ୩ଲକ୍ଷ ଓ ୧୦ଲକ୍ଷ ଟଙ୍କା ଜବତ ହୋଇଛି। ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ ।