ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ବିବାହିତ ନା ଅବିବାହିତ ?
ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ବିବାହିତ ନା ଅବିବାହିତ ? ବିବାଦ ଭିତରେ ସାମ୍ନାକୁ ଆସିଛନ୍ତି ନିଜକୁ ଲବଙ୍କ ଶ୍ବଶୁର କହୁଥିବା ଜଣେ ବ୍ୟକ୍ତି । ସେ କହିଛନ୍ତି ଲବ ପୂର୍ବରୁ ବିବାହିତ । ସେ ତାଙ୍କ ପତ୍ନୀ ଓ ଝିଅକୁ ଛାଡ଼ି ଅଲଗା ରହୁଛନ୍ତି । ସେପଟେ ସମାନ କଥା କହିଛନ୍ତି ଲବଙ୍କ ପରିବାର ସଦସ୍ୟ । ଲବଙ୍କ ବଡ଼ବାପାଙ୍କ ପୁଅ କହିଛନ୍ତି, ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି।